ETV Bharat / sports

କାରଗିଲ ବିଜୟ ଦିବସ: ଶହୀଦ‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା କ୍ରୀଡା ଜଗତ

ସାରା ଦେଶ ବୀର ଯବାନଙ୍କ ବୀରତ୍ବର ଗାଥା ଗାଉଥିବା ବେଳେ କ୍ରୀଡା ଜଗତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ । ସୋସିଆଲ ମିଡିଆରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ଦେଶର ବହୁ କ୍ରୀଡାବିତ୍ତ ।

sportspersons-pay-tribute-to-indian-soldiers-on-kargil-diwas
କାର୍ଗିଲ ବିଜୟ ଦିବସ: ଶହୀଦ୍‌ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା କ୍ରୀଡାଜଗତ
author img

By

Published : Jul 26, 2020, 5:39 PM IST

ହାଇଦ୍ରାବାଦ: 1999 ଜୁଲାଇ 26 ରେ ଭାରତୀୟ ସେନାର ବିଜୟ ଦିବସକୁ ଆଜି 21ବର୍ଷ ପୂରଣ ହୋଇଛି । ସାରା ଦେଶ ବୀର ଯବାନଙ୍କ ବୀରତ୍ବର ଗାଥା ଗାଉଥିବା ବେଳେ କ୍ରୀଡା ଜଗତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ । ସୋସିଆଲ ମିଡିଆରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ଦେଶର ବହୁ କ୍ରୀଡାବିତ ।

  • Saluting the valour and courage of our brave hearts of the Indian Armed Forces who laid down their lives fighting for our Nation, all to keep all of us safe. 🙏🏼 Jai Hind 🇮🇳 #KargilVijayDiwas

    — Virat Kohli (@imVkohli) July 26, 2020 " class="align-text-top noRightClick twitterSection" data=" ">

ତେବେ ଏହି ଧାରାରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ବିରାଟ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ‘‘ଦେଶର ବୀର ଯବାନଙ୍କୁ ମୋର ସ୍ୟାଲୁଟ୍‌ । ଯିଏ ଦେଶ ପାଇଁ ନିଜ ଜୀବନର ବଳି ଦାନ ଦେଇ ଆମକୁ ସୁରକ୍ଷା ପ୍ରଦାନ କରିଛନ୍ତି । ଜୟ ହିନ୍ଦ୍‌ । ’’

ସେହିପରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଲେଖିଛନ୍ତି, ‘‘ କାରଗିଲ ଯୁଦ୍ଧରେ ବୀର ଯବାନଙ୍କ ବୀରତ୍ବ ଓ ନିସ୍ବାର୍ଥପର ବଳିଦାନ କାହାଣୀ ଅସରନ୍ତି ଅଟେ । ତାଙ୍କର ଏହି ବୀରତ୍ବ ପାଇଁ ଆମେ ସଦା ସର୍ବଦା ଋଣି ରହିବା ।’’

  • The countless stories of valour & selfless sacrifices of our 🇮🇳 Defence Forces during the Kargil War are awe-inspiring.
    We shall always remain indebted to their service to our nation! 🙏🏻 #KargilVijayDiwas pic.twitter.com/qfrMNZybun

    — Sachin Tendulkar (@sachin_rt) July 26, 2020 " class="align-text-top noRightClick twitterSection" data=" ">

ଭାରତୀୟ ଟେଷ୍ଟ ଟିମର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ, କେଏଲ ରାହୁଲ, ଭିଭିଏସ ଲକ୍ଷ୍ମଣ ମଧ୍ୟ ଟ୍ବିଟ କରି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

  • We shall never forget the invincible spirit and valour of the heroes who sacrifice their lives for our nation's safety.
    Proud of our armed forces.
    Jai Hind! 🇮🇳#KargilVijayDiwas pic.twitter.com/YCBJzjPpPh

    — Ajinkya Rahane (@ajinkyarahane88) July 26, 2020 " class="align-text-top noRightClick twitterSection" data=" ">
  • Remembering the selfless sacrifices of our brave soldiers who gave up their lives protecting our nation. 🙏 #KargilVijayDiwas

    — K L Rahul (@klrahul11) July 26, 2020 " class="align-text-top noRightClick twitterSection" data=" ">

ପାରାଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଦୀପା ମଲ୍ଲିକ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, "ଆଜି 21 ତମ ବିଜୟ ଦିବସରେ କାର୍ଗିଲ ଯୁଦ୍ଧର ସମସ୍ତ ହିରୋ ମାନଙ୍କୁ ସମ୍ମାନ ଓ ସ୍ମରଣରେ ମୋ ମୁଣ୍ଡ ନୁଆଁଇଛି । ଆମର ସଶସ୍ତ୍ର ବାହିନୀକୁ ମୋର ନମସ୍କାର। ।’’

  • Bowing my head in reverence and remembrance of all the heroes of the Kargil war on the 21st #VijayDiwas today. A salute to our Armed Forces for their exemplary valour. Forever indebted to you. #CourageInKargil @rajnathsingh @adgpi

    — Deepa Malik (@DeepaAthlete) July 26, 2020 " class="align-text-top noRightClick twitterSection" data=" ">

ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସୁଟର ଗଗନ ନାରାଙ୍ଗ ମଧ୍ୟ ଲେଖିଛନ୍ତି: "ମୁଁ କାର୍ଗିଲ ବିଜୟ ଦିବସ ଅବସରରେ ଆମର ସାହସୀ ଓ ବୀର ଯବାନଙ୍କ ସାହସ ଏବଂ ନିସ୍ବାର୍ଥପରତାକୁ ନମସ୍କାର କରୁଛି । ସଶସ୍ତ୍ର ବାହିନୀ ଆମ ଦେଶର ଗର୍ବ, ଏବଂ ଆମେ ସେମାନଙ୍କ ପାଇଁ ସବୁଦିନ ପାଇଁ ଋଣି ରହିବା । ଜୟ ହିନ୍ଦ । ’’

  • I salute the courage and selflessness of our brave soldiers on the occasion of Kargil Vijay Diwas. The armed forces are our nation's pride, and we will forever be indebted to them. Jai Hind 🇮🇳 🙏🏻#KargilVijayDiwas pic.twitter.com/G0xW4j3W32

    — Gagan Narang (@gaGunNarang) July 26, 2020 " class="align-text-top noRightClick twitterSection" data=" ">

ଭାରତୀୟ ମହିଳା ଦଳର ଅଧିନାୟକ ରାନୀ ରାମପାଲ, ସୁଟର ମନୁ ଭାସ୍କର ମଧ୍ୟ ଶହୀଦ ଯବାନମାନଙ୍କୁ ଟ୍ବିଟରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.