ETV Bharat / sports

ଆଜି ଦିନର ଖେଳସୂଚୀ

ଆଜି ଥାଇଲାଣ୍ଡ ଓପନର ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମୁକାବିଲା ଖେଳାଯିବ। ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିବା ଆସେସ ଟେଷ୍ଟର 3ୟ ଦିନର ଖେଳ ମଧ୍ୟ ରହିଛି । ଏହା ସହ ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-20 ମୁକାବିଲା ମଧ୍ୟ ଖେଳାଯିବ ।

author img

By

Published : Aug 3, 2019, 9:43 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: ଆଜି ପୁରା ଦିନରେ ଖେଳ ଖବର ଆମେ ଆପଣଙ୍କ ପାଖରେ ପହଞ୍ଚାଇବୁ । ତେବେ ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନରୁ ଆଜି ଦିନର କ୍ରୀଡାଜଗତ ଚଳଚଞ୍ଚଳ ହେଉଛି ।

ଅପରାହ୍ନ 12.30(ବ୍ୟାଡମିଣ୍ଟନ-ଥାଇଲାଣ୍ଡ ଓପନ)
ପୁରୁଷ ଯୁଗଳ ସେମିଫାଇାନଲ: ସାତ୍ତିକ ସାଇରାଜ ରାଙ୍କିରେଡ୍ଡି/ ଚିରାଗ ସେଟ୍ଟି ବନାମ କୋ ସୁଙ୍ଗ ହ୍ୟୁନ/ ସିନ ବୈକ ଚେଅଲ(କୋରିଆ)

ଅପରାହ୍ନ 3.30(କ୍ରିକେଟ-ପ୍ରଥମ ଆସେସ ଟେଷ୍ଟ, 3ୟ ଦିନ)
ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ

ଅପରାହ୍ନ 3.30(କ୍ରିକେଟ-9ମ ୟୁଥ ଦିନିକିଆ )
ଇଂଲଣ୍ଡ u-19 ବନାମ ଭାରତ u-19

ସଂନ୍ଧ୍ୟା 7.00(କ୍ରିକେଟ-2ୟ ଅନଅଫିସିଆଲ ଟେଷ୍ଟ, 4ର୍ଥ ଦିନ)
ୱେଷ୍ଟଇଣ୍ଡିଜ ଏ ବନାମ ଭାରତ ଏ

ସଂନ୍ଧ୍ୟା 7.30(କ୍ରିକେଟ-ପ୍ରଥମ ଟି-20)
ନେଦରଲାଣ୍ଡସ ବନାମ ୟୁନାଇଟେଡ ଆରବ ଏମିରେଟସ

ସଂନ୍ଧ୍ୟା 7.30(ପ୍ରୋ କବାଡି 7ମ ସଂସ୍କରଣ)
ପାଟନା ପାଇରାଟସ ବନାମ ଜୟପୁର ପିଙ୍କ ପାନ୍ଥରସ

ସଂନ୍ଧ୍ୟା 8.00(କ୍ରିକେଟ-ପ୍ରଥମ ଟି-20)
ଭାରତ ବନାମ ୱେଷ୍ଟଇଣ୍ଡିଜ

ସଂନ୍ଧ୍ୟା 8.30(ପ୍ରୋ କବାଡି 7ମ ସଂସ୍କରଣ)
ବେଙ୍ଗଲ ୱାରିୟର୍ସ ବନାମ ବେଙ୍ଗାଲୁରୁ ବୁଲ୍ସ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.