ETV Bharat / sports

ବିଶ୍ବକପ: ଟସ୍‌ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା - world cup

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ଶ୍ରୀଲଙ୍କା । ତେବେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଛି ଲଙ୍କା ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 28, 2019, 3:09 PM IST

ଲଣ୍ଡନ: ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ଶ୍ରୀଲଙ୍କା । ତେବେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଛି ଲଙ୍କା ଦଳ । ସ୍ଥାନୀୟ ଚେଷ୍ଟର ଲି ଷ୍ଟ୍ରିଟ୍‌ର ରିଭର ସାଇଡ ଗ୍ରାଉଣ୍ଡରେ ଭାରତୀୟ ସମୟ 3ଟା ମ୍ୟାଚ ଆରମ୍ଭ ହୋଇଛି ।

ଭାରତର ବିଶାଳ ବିଜୟ ପରେ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନ ପାଇଁ ଏବେ ଯୁଦ୍ଧ ଆହୁରି ତୀବ୍ରତର ହୋଇଛି । ଇଂଲଣ୍ଡ ସହିତ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲାଙ୍କା ଦଳର ସେମିଫାଇନାଲ ଆଶା ଉଜ୍ଜୀବିତ୍‌ ରହିଛି । ତେବେ ଏହି ଆଶାକୁ ବଞ୍ଚାଇ ରଖିବାକୁ ହେଲେ ଶ୍ରୀଲଙ୍କାକୁ ଆଜିର ମ୍ୟାଚରେ ବିଜୟ ହେବାକୁ ପଡିବ ।

6 ମ୍ୟାଚରୁ 2 ବିଜୟ ସହ 6 ପଏଣ୍ଟ ପାଇ ତାଲିକାର 7ମ ସ୍ଥାନରେ ବସିଛି ଶ୍ରୀଲଙ୍କା । ଫଳରେ ସେସମିଫାଇନାଲ ରେସରେ ତିଷ୍ଠି ରହିବା ପାଇଁ ଆଗାମୀ ସମସ୍ତ ମ୍ୟାଚ ଜିତିବା ସହିତ ଇଂଲଣ୍ଡ,ବାଂଲାଦେଶ ଓ ପାକିସ୍ତାନ ଦଳ ପରାଜୟ ଆବଶ୍ୟକ ହୋଇପଡିଛି । ଅନ୍ୟପଚେ ଗୋଟିଏ ବିଜୟ ସହ 9ମ ସ୍ଥାନର ଥିବା ଦକ୍ଷିଣ ଆଫ୍ରିକା ଦଳ ସେସମିଫାଇନାଲ ରେସରୁ ବାଦ ପଡିସାରିଛି ।

ଦକ୍ଷିଣ ଆଫ୍ରିକା ଏକାଦଶ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ୍‌, ଅଡିନ ମାକ୍ରମ, ହାସିମ ଅମଲା, ଜେପି ଡୁମିନି, କାଗିସୋ ରାବାଡ଼ା, ଆଣ୍ଡିଲ ଫେଲୁକ୍ୱାୟୋ, ଡାୱାନି ପେଟୋରିଅସ୍‌, ଇମ୍ରାନ ତାହିର, କ୍ରିସ୍‌ ମୋରିସ୍‌, ରାସି ଭାନ ଡେର ଡୁସେନ ।

ଶ୍ରୀଲଙ୍କା ଏକାଦଶ: ଦିମୁତ କରୁଣାରତ୍ନେ (ଅଧିନାୟକ), କୁଶଲ ପରେରା (ୱିକେଟକିପର), କୁଶଲ ମେଣ୍ଡିସ୍, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜନ ଡି’ସିଲଭା, ଜୀବନ ମେଣ୍ଡିସ, ଥିସାରା ପରେରା, ଇସୁରୁ ଉଦାନା, ସୁରଙ୍ଗା ଲାକମଲ, ଲସିଥ୍ ମାଲିଙ୍ଗା, ଅଭିଷେକ୍‌ ଫର୍ଣ୍ଣାଣ୍ଡୋ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.