ETV Bharat / sports

ରୋମାଞ୍ଚକର ସ୍ଥିତିରେ କେପଟାଉନ ଟେଷ୍ଟ: ଦକ୍ଷିଣ ଆଫ୍ରିକାର ଲକି ଟାର୍ଗେଟ 438 - ଦକ୍ଷିଣ ଆଫ୍ରିକା ବିଜୟ ଟାର୍ଗେଟ

ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି କେପଟାଉନ ଟେଷ୍ଟ । 438 ରନର ବିଜୟ ଲକ୍ଷ୍ୟକୁ ପିଛା କରି ମ୍ୟାଚର 5ମ ତଥା ଶେଷ ଦିନରେ ଦକ୍ଷିଣ ଆଫ୍ରିକା ବିଜୟ ପାଇଁ 90 ଓଭରରେ 312 ରନ ପଛରେ ରହିଛି। ଅଧିକ ପଢନ୍ତୁ...

South Africa vs England
ରୋମାଞ୍ଚକର ସ୍ଥିତିରେ କେପଟାଉନ ଟେଷ୍ଟ
author img

By

Published : Jan 7, 2020, 11:22 AM IST

କେପଟାଉନ: ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି କେପଟାଉନ ଟେଷ୍ଟ। ମ୍ୟାଚର 5ମ ତଥା ଶେଷ ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ 90 ଓଭରରେ ଦରକାର 312 ରନ। ଇଂଲଣ୍ଡ 438 ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସାମ୍ନାରେ ରଖିଛି।

4ର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ 126/2 ରହିଛି । ପିଟର ମଲାନ ଅପରାଜିତ ଅର୍ଧଶତକୀୟ ଇଂନିସ 63 ଓ କେଶବ ମହାରାଜ 2 ରନରେ ଅପରାଜିତ ଅଛନ୍ତି। 438 ରନ ଦକ୍ଷିଣ ଆଫ୍ରିକା ପାଇଁ ଲକି ଟାର୍ଗେଟ ରହିଛି । 2005-06 ମସିହାରେ ଅଷ୍ଟ୍ରେଲିଆ ଜୋହାନ୍ସବର୍ଗ ଦିନିକଆରେ, ଦକ୍ଷିଣ ଆଫ୍ରିକା ସାମ୍ନାରେ ଅସମ୍ଭବ ଲାଗୁଥିବା 435 ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 438/9 ସହ ବିଜୟୀ ହେଇଥିଲା। ଏଥିସହିତ ଦିନିକିଆ କ୍ରିକେଟରେ ସର୍ବାଧିକ ରନକୁ ପିଛା କରି ବିଜୟୀ ଟିମ ହେବାର ରେକର୍ଡ କରିଥିଲା।

South Africa vs England
ରୋମାଞ୍ଚକର ସ୍ଥିତିରେ କେପଟାଉନ ଟେଷ୍ଟ

ଟେଷ୍ଟ କ୍ରିକେଟରେ ମ୍ୟାଚର ଶେଷ ଦିନରେ ଏହା ଅସମ୍ଭବ ପ୍ରତୀତ ହେଉଛି । ମାତ୍ର ଦକ୍ଷିଣ ଆଫ୍ରିକା ବିଜୟୀ ହେଲେ, ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ରନ ଚେଜର ସଫଳ ଟିମ ହେବ । ବିଜୟ ଲକ୍ଷ୍ୟ ସମାନ 438 ଥିବାରୁ ଦକ୍ଷିଣ ଆଫ୍ରିକା ପାଇଁ ଲକି ଟାଗେର୍ଟ ବୋଲି ଚର୍ଚ୍ଚା ହେଉଛି।

South Africa vs England
ରୋମାଞ୍ଚକର ସ୍ଥିତିରେ କେପଟାଉନ ଟେଷ୍ଟ

ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡନ ସିବଲି ମ୍ୟାଚର 4ର୍ଥ ଦିନରେ ଚମତ୍କାର ଶତକ ହାସଲ କରିଥିଲେ। କ୍ୟାପଟେନ ଜୋ ରୁଟ 61 ଓ ବେନ ଷ୍ଟୋକ୍ସଙ୍କ ଅର୍ଧଶତକ ସହାୟତାରେ 391 ରନ କରିଥିଲା। ପ୍ରଥମ ଇଂନିସରେ 269 ରନରେ ଅଲଆଉଟ ହୋଇଥିଲା ଇଂଲଣ୍ଡ। ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ 223 ରନରେ ଅଲଆଉଟ ହୋଇଥିଲା। ଫଳରେ ସାମ୍ନାରେ 438ର ବିଶାଳ ବିଜୟ ଲକ୍ଷ୍ୟ ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.