ETV Bharat / sports

କୋହଲି-ସଚିନଙ୍କ ଏହି ରେକର୍ଡ ଭାଙ୍ଗିଲେ ଷ୍ଟିଭ ସ୍ମିଥ

author img

By

Published : Jan 8, 2021, 4:04 PM IST

Updated : Jan 8, 2021, 7:52 PM IST

27 ଟେଷ୍ଟ ଶତକ ହାସଲକାରୀ ଦ୍ବିତୀୟ ଦ୍ରୁତ୍ତତମ ବ୍ୟାଟ୍ସମ୍ୟାନ ବନିଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ଅଧିକ ପଢନ୍ତୁ...

Smith breaks Kohli, Tendulkar's record to become 2nd fastest to score 27 Test hundreds
କୋହଲି-ସଚିନଙ୍କ ଏହି ରେକର୍ଡ ଭାଙ୍ଗିଲେ ଷ୍ଟିଭ ସ୍ମିଥ

ସିଡନୀ: ଭେଟେରାନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଶୁକ୍ରବାର ସିଡନୀ ଟେଷ୍ଟରେ କେବଳ ବିରାଟ କୋହଲିଙ୍କ 27 ଟେଷ୍ଟ ଶତକର ସମକକ୍ଷ ହୋଇନାହାନ୍ତି ବରଂ ଦ୍ବିତୀୟ ଦ୍ରୁତତ୍ତମ ବ୍ୟାଟ୍ସମ୍ୟାନ ଭାବେ ଏହି ମାଇଲଖୁଣ୍ଟକୁ ଛୁଇଁଛନ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଦ୍ବିତୀୟ ଦିନରେ ସ୍ମିଥ ଏହି ସଫଳତା ହାସଲ କରିଛନ୍ତି ।

କ୍ରିକେଟର ଲମ୍ବା ଫର୍ମାଟରେ 27ତମ ଶତକ ହାସଲ କରିବାକୁ ସ୍ମିଥ,136 ଇଂନିସ ନେଇଥିବାବେଳେ, ବିରାଟ କୋହଲି ଓ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତେନ୍ଦୁଲକର ଏହି ସଫଳତା ହାସଲ କରିବାକୁ 141 ଇଂନିସ ନେଇଛନ୍ତି ।

ଏଥିସହ ଶତକୀୟ ଇଂନିସ ମଧ୍ୟରେ ସ୍ମିଥ, କୋହଲିଙ୍କ 7318 ଟେଷ୍ଟ ରନ ସଂଖ୍ୟାକୁ ମଧ୍ୟ ଅତିକ୍ରମ କରିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ ବର୍ତ୍ତମାନ ସ୍ମିଥଙ୍କ ନାମରେ 7,368 ରନ ରହିଛି ।

କିମ୍ବଦନ୍ତୀ କ୍ରିକେଟର ଡନ ବ୍ରାଡମ୍ୟାନ ମାତ୍ର 70 ଇଂନିସରୁ 27ଟେଷ୍ଟ ଶତକ ହାସଲ କରି ଦ୍ରୁତତମ ବ୍ୟାଟ୍ସମ୍ୟାନ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 8, 2021, 7:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.