ମୁମ୍ବାଇ: ଷ୍ଟାର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଶନିବାର ମୁମ୍ବାଇ ପହଞ୍ଚିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡରେ ସାମିଲ ହେବା ସହ 7 ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବା ଆରମ୍ଭ କରିଛନ୍ତି ସ୍ମିଥ ।
31 ବର୍ଷୀୟ ସ୍ମିଥଙ୍କୁ ରାଜସ୍ଥାନ ରୟାଲ୍ସ ରିଲିଜ କରିବା ପରେ, ଫେବ୍ରୁଆରୀରେ ହୋଇଥିବା ଆଇପିଏଲ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ 2.2 କୋଟି ଟଙ୍କାରେ କିଣିଥିଲା ।
-
𝟮 𝗺𝗼𝗻𝘂𝗺𝗲𝗻𝘁𝗮𝗹 𝗶𝗰𝗼𝗻𝘀 𝗶𝗻 𝗼𝗻𝗲 𝗳𝗿𝗮𝗺𝗲 😌
— Delhi Capitals (@DelhiCapitals) April 3, 2021 " class="align-text-top noRightClick twitterSection" data="
Welcome to the DC family, @stevesmith49 🙌🏽💙#YehHaiNayiDilli @TajMahalMumbai pic.twitter.com/51IfI2OjGI
">𝟮 𝗺𝗼𝗻𝘂𝗺𝗲𝗻𝘁𝗮𝗹 𝗶𝗰𝗼𝗻𝘀 𝗶𝗻 𝗼𝗻𝗲 𝗳𝗿𝗮𝗺𝗲 😌
— Delhi Capitals (@DelhiCapitals) April 3, 2021
Welcome to the DC family, @stevesmith49 🙌🏽💙#YehHaiNayiDilli @TajMahalMumbai pic.twitter.com/51IfI2OjGI𝟮 𝗺𝗼𝗻𝘂𝗺𝗲𝗻𝘁𝗮𝗹 𝗶𝗰𝗼𝗻𝘀 𝗶𝗻 𝗼𝗻𝗲 𝗳𝗿𝗮𝗺𝗲 😌
— Delhi Capitals (@DelhiCapitals) April 3, 2021
Welcome to the DC family, @stevesmith49 🙌🏽💙#YehHaiNayiDilli @TajMahalMumbai pic.twitter.com/51IfI2OjGI
ସ୍ମିଥ ଭାରତରେ ପହଞ୍ଚିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଟ୍ବିଟ ଯୋଗେଁ ସ୍ବାଗତ କରାଯାଇଥିଲା । ଦିଲ୍ଲୀ ଅଭ୍ୟାସ ଆରମ୍ଭ କରିସାରିଛି । ଏପ୍ରିଲ 10ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦିଲ୍ଲୀ ପ୍ରଥମ ମ୍ୟାଚ ଖେଳିବ । ଏହାପୂର୍ବରୁ ଅନ୍ୟତମ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଓ ସ୍ମିଥ କ୍ବାରେଣ୍ଟିନ ଶେଷ କରି ଅଭ୍ୟାସ ପାଇଁ ସମୟ ବାହାର କରିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପଣ୍ଟିଂ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ