ETV Bharat / sports

ଆଶଙ୍କାରେ ଭାରତର ଶ୍ରୀଲଙ୍କା ଗସ୍ତ: ବିସିସିଆକୁ କ୍ରିକେଟ ଶ୍ରୀଲଙ୍କାର ଚିଠି - ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ମହାମାରୀ କୋରୋନା ଭାଇରସ ଯୋଗୁଁ ଭାରତର ଶ୍ରୀଲଙ୍କା ଗସ୍ତକୁ ନେଇ ଅନିଶ୍ଚିନ୍ତତା ଦେଖାଦେଇଛି । ଫଳରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ବିସିସିଆଇ ପକ୍ଷରୁ ଏହି ଗସ୍ତ ନେଇ ବିଚାର କରିବାକୁ ଅନୁରୋଧ କରାଯାଇଛି ।

SLC requests BCCI to consider Sri Lanka tour in July
ଆଶଙ୍କାରେ ଭାରତର ଶ୍ରୀଲଙ୍କା ଗସ୍ତ: ବିସିସିଆକୁ କ୍ରିକେଟ ଶ୍ରୀଲଙ୍କାର ଚିଠି
author img

By

Published : May 16, 2020, 4:15 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ଭାରତର ଶ୍ରୀଲଙ୍କା ଗସ୍ତକୁ ନେଇ ଅନିଶ୍ଚିନ୍ତତା ଦେଖାଦେଇଛି । ଫଳରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ବିସିସିଆଇ ପକ୍ଷରୁ ଏହି ଗସ୍ତ ନେଇ ବିଚାର କରିବାକୁ ଅନୁରୋଧ କରାଯାଇଛି ।

ଜୁନ-ଜୁଲାଇରେ ଭାରତର ଏହି ଗସ୍ତ ସୂଚୀ ରହିଥିଲା । ଏହି ଗସ୍ତରେ 3ଟି ଦିନିକିଆ ଓ 3ଟି ମ୍ୟାଚ ବିଶିଷ୍ଟ ଟି-20 ସିରିଜ ନେଇ ସୂଚୀ ରହିଛି ।

ମାତ୍ର କୋରୋନା ଭାଇରସ ଲକାଡାଉନ କାରଣରୁ ଏହି ସିରିଜର ଭାଗ୍ୟ ଏବେ ଅସ୍ପଷ୍ଟ ରହିଛି । ଏନେଇ ମେଲ ଯୋଗେ ବିସିସିଆଇକୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ବିକଳ୍ପ ନିଷ୍ପତି ନେଇ ଅନୁରୋଧ କରାଯାଇଛି ।

ତେବେ ଭାରତ ସରକାର ବିମାନ କଟକଣା ସହ ଅନୁମତି ପ୍ରଦାନ ନକରିବା ପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇପାରିବା ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.