ETV Bharat / sports

ଟେଷ୍ଟ ଜର୍ସିରେ ନାଁ ସହ ନଂ ଅତି ଭୟଙ୍କର ଲାଗୁଛି: ସୋଏବ ଅଖତର - ଟ୍ବିଟ

ଆଇସିସିର ଟେଷ୍ଟ ଜର୍ସି ଉପରେ ଖେଳାଳୀଙ୍କ ନାଁ ଓ ନମ୍ବର ଲେଖାଯିବାର ନିଷ୍ପତ୍ତିକୁ ସମଲୋଚନା କରିଛନ୍ତି ପାକ୍‌ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ
author img

By

Published : Aug 5, 2019, 1:08 AM IST

କରାଚୀ: ପାକ୍‌ର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ନୂତନ ଟେଷ୍ଟ ଜର୍ସିକୁ ସମଲୋଚନା କରିଛନ୍ତି । ରବିବାର ଦିନ ଆଇସିସିର ଟେଷ୍ଟ ଜର୍ସି ଉପରେ ଖେଳାଳୀଙ୍କ ନାଁ ଓ ନମ୍ବର ଲେଖାଯିବାର ନିଷ୍ପତ୍ତିକୁ ଭୁଲ୍ କହିଛନ୍ତି ।

ଅଖତର ଟ୍ବିଟରେ ଉଲ୍ଲେଖ କରିଛନ୍ତି, ଟେଷ୍ଟ ମ୍ୟାଚର ଧଳା ଜର୍ସି ଉପରେ ନାଁ ଓ ନମ୍ବର ଭୟଙ୍କର ଲାଗୁଛି । ଏହି ଜର୍ସି ଖେଳର ପାରମ୍ପରିକ ଭାବନାରେ ଆଘାତ ପହଞ୍ଚାଉଛି । ଏହି ନିଷ୍ପତ୍ତିକୁ ଫେରାଇନେବା ଦରକାର ।
ଏହା ପୂର୍ବରୁ ବ୍ରେଟ ଲି ଏହି ଜର୍ସିକୁ ନେଇ ସମାଲୋଚନା କରିଥିଲେ ।

test jerseys
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@shoaib100mph

ସୂଚନାଥାଉକି, ଆଇସିସି ଟେଷ୍ଟ ଜର୍ସିର ନବୀକରଣର ନିଷ୍ପତ୍ତି ଫ୍ୟାନ୍ସଙ୍କ ପାଇଁ ନେଇଥିଲେ । ଯାହାଦ୍ବାରା ଫ୍ୟାନ୍ସ ଖେଳାଳୀଙ୍କୁ ସହଜରେ ଚିହ୍ନି ପାରିବେ । ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଏହି ନୂଆ ଜର୍ସି ପରିଧାନ କରି ଟେଷ୍ଟ ମ୍ୟାଚ ଖେଳିଛନ୍ତି । 142ବର୍ଷରେ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟ ଇତିହାସରେ ଏପରି ହୋଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.