ETV Bharat / sports

ଆଇପିଏଲ ଅକ୍ସନ: ଖୁସିରେ ନାଚିଲେ ହେଟମେୟର

ଦିଲ୍ଲୀ କ୍ୟାପିଟାଲ୍ସ ଟ୍ବିଟର ପେଜରେ ଏକ ଭିଡିଓ ସେୟାର ହୋଇଛି । ଯେଉଁଥିରେ ହେଟମେୟର ଖୁସିରେ ନାଚୁଥିବାର ନଜର ଆସିଛନ୍ତି ।

author img

By

Published : Dec 20, 2019, 3:57 PM IST

Shimron Hetmyer dances after bagging Rs 7.5 crore
ଆଇପିଏଲ ଅକ୍ସନ: 7.75 କୋଟି ଦେଖିବା ପରେ ନାଚିଲେ ହେଟମେୟର

କୋଲକତା: ଭାରତୀୟ ଟଙ୍କା ଦେଖି ଖୁସିରେ ପାଗଳ ହୋଇଛି ନାଚିଲେ ବିଦେଶୀ ଖେଳାଳି । ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲରେ ବଢୁଛି ବିଦେଶୀ ଖେଳାଳିଙ୍କ ଚାହିଦା । ଗୁରୁବାର ଶେଷ ହୋଇଛି ଆଇପିଏଲ ଅକ୍ସନ । ଇଣ୍ଡିଜ ହିଟର ସିମରନ ହେଟମେୟରଙ୍କୁ 7.75 କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ତାଙ୍କର ବେଶ ପ୍ରାଇସ ଥିଲା 50ଲକ୍ଷ ଟଙ୍କା ।

ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ବିଟର ପେଜରେ ଏକ ଭିଡିଓ ସେୟାର ହୋଇଛି । ଯେଉଁଥିରେ ହେଟମେୟର ଖୁସିରେ ନାଚୁଥିବାର ନଜର ଆସିଛନ୍ତି । 22 ବର୍ଷୀୟ ବ୍ୟାଟ୍ସମ୍ୟାନ ଚଳିତ ଭାରତ ବିପକ୍ଷ ସିରିଜ୍‌ରେ ଚମତ୍କାର ଫର୍ମରେ ଅଛନ୍ତି । ଭାରତ ବିପକ୍ଷ ଟି-20 ସିରିଜ୍‌ରେ ସେ ଓ୍ବେଷ୍ଟଇଣ୍ଡିଜ ପାଇଁ ସର୍ବାଧିକ ରନ୍‌ ସ୍କୋର କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.