ETV Bharat / sports

'ନିଜକୁ ମନେମନେ କହୁଥିଲି ସାମସନ ଦୁନିଆର ସବୁଠାରୁ ମଜବୁତ ମଣିଷ'

author img

By

Published : Oct 26, 2020, 1:05 PM IST

ମ୍ୟାଚ ପରେ ନିଜର ଅର୍ଦ୍ଧଶତକୀୟ ପାଳି ସମ୍ପର୍କରେ ସଞ୍ଜୁ ସାମସନ କହିଛନ୍ତି ଯେ, ମୁଁ କେବଳ ନିଜକୁ ମନେ ପକାଉଥିଲି ମୁଁ ବହୁତ ମଜବୁତ ମଣିଷ ଓ ଅଧିକ ଛକା ମାରି ପାରିବି ।

'ନିଜକୁ ମନ ମନେ କହୁଥିଲି ସାମସନ ଦୁନିଆର ସବୁଠାରୁ ମଜବୁତ ମଣିଷ'

ଦୁବାଇ: ରାଜସ୍ଥାନର ଓ୍ବିକେଟକିପର ସଞ୍ଜୁ ସାମସନ 54*ରନ୍‌ ସଂଗ୍ରହ କରି ମୁମ୍ବାଇ ବିପକ୍ଷରେ ଦଳକୁ ଜିତାଇବାରେ ଯୋଗଦାନ ଦେଇଥିଲେ । ସାମସନ ଏବେ ସୁଦ୍ଧା ଚଳିତ ସିଜନରେ ଅଧିକ ଛକା ମାରିଥିବା ଖେଳାଳି ହୋଇ।ଯାଇଛନ୍ତି । ତାଙ୍କ ନାଁରେ 24ଟି ଛକା ରହିଛି ।

ତେବେ ମ୍ୟାଚ ପରେ ନିଜର ଅର୍ଦ୍ଧଶତକୀୟ ପାଳି ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ କେବଳ ନିଜକୁ ମନେ ପକାଉଥିଲି ମୁଁ ବହୁତ ମଜବୁତ ମଣିଷ ଓ ଅଧିକ ଛକା ମାରି ପାରିବି ।

ଆହୁରି ମଧ୍ୟ ସେ ଷ୍ଟୋକ୍ସଙ୍କ ସହ ପାର୍ଟନରସିପ୍‌ ଇଂନିସକୁ ନେଇ କହିଛନ୍ତି ଯେ, ଗତ 3ଟି ମ୍ୟାଚରେ ଆମେ ଭଲ ସମୟ ଅତିବାହିତ କରୁଛୁ । ଆଜି ତାଙ୍କ ସହ ଖେଳର ମଜା ଉଠାଇଛି । ମୁଁ ଦେଖୁ ନଥିଲି କେତେ ରନ କରିବାର ଅଛି । ମୁଁ କେବଳ ବଲ୍‌ ଉପରେ ଧ୍ୟାନ ଦେଉଥିଲି । ମୋର ଗେମ ପ୍ଲାନ ସରଳ ଅଛି । ମୁଁ କେବଳ ବଲ୍‌କୁ ଦେଖିକି ହିଟ୍‌ କରେ ଓ ଯଦି ମୋ ବଡ ସଟ୍‌ ମାରି ନପାରେ ତେବେ ଏକ 2ରନ୍‌ ନିଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.