ETV Bharat / sports

ବିଜୟ ହଜାରେ ଟ୍ରଫି: ବିସ୍ଫୋରକ ଦ୍ବିଶତକ ପାଳି ଖେଳିଲେ ସଞ୍ଜୁ ସାମସନ - Sanju samson

ଶନିବାର ଚଳିତ ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ଦ୍ବିଶତକ ପାଳି ଖେଳିଛନ୍ତି କେରଳ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ । ମାତ୍ର 129 ବଲରୁ 212 ରନର ଧମାକାଦାର ପାଳି ଖେଳିଛନ୍ତି ସଞ୍ଜୁ । ଏହି ପାଳିରେ ସାମିଲ ଅଛି 21ଟି ଚୌକା ଓ 10ଟି ଛକା ।

ସଞ୍ଜୁ ସାମସନ
author img

By

Published : Oct 13, 2019, 4:21 AM IST

ବେଙ୍ଗାଲୁରୁ: ଆଉ ଜଣେ ଭାରତୀୟ କ୍ରିକେଟରଙ୍କ ଦ୍ବିଶତକୀୟ ପାଳି । ଶୁକ୍ରବର ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ 254 ସ୍କୋର କରିଥିବା ବେଳେ ଶନିବାର ଚଳିତ ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ଦ୍ବିଶତକ ପାଳି ଖେଳିଛନ୍ତି କେରଳ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ । ମାତ୍ର 129 ବଲରୁ 212ରନର ଧମାକାଦାର ପାଳି ଖେଳିଛନ୍ତି ସଞ୍ଜୁ । ଏହି ପାଳିରେ ସାମିଲ ଅଛି 21ଟି ଚୌକା ଓ 10ଟି ଛକା ।

ତେବେ ଗୋଆ-କେରଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ କେରଳ ପ୍ରଥମେ ବ୍ୟାଟିଂ କରି 377 ରନ କରିଥିଲା । ଦଳ ଏହି ପାଳିରେ ଦ୍ବିଶତକ ଯୋଡିଛନ୍ତି ସଞ୍ଜୁ । ତେବେ ନିକଟରେ ସଞ୍ଜୁଙ୍କୁ ନେଇ ମତ ଦେଇଥିଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଗମ୍ଭୀର କହିଥିଲେ, ପ୍ରତିଭାକୁ ଖୁବ ଶୀଘ୍ର ସୁଯୋଗ ମିଳିବ ।

ଉଲ୍ଲେଖଥାଉ, ଋଷବ ପନ୍ତଙ୍କ ଖରାପ ଫର୍ମ ପରେ ଭାରତ ଏବେ ୱିକେଟ କିପର ବ୍ୟାଟ୍ସମ୍ୟାନ ଖୋଜରେ ରହିଛି । ମାତ୍ର ସଞ୍ଜୁଙ୍କ ଏପରି ଫର୍ମ ସତ୍ତ୍ବେ ମଧ୍ୟ ତାଙ୍କୁ କାହିଁକି ଦଳରେ ସ୍ଥାନ ମିଳୁନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.