ETV Bharat / sports

ବିଶ୍ବକପ: ଧଓ୍ବନ-ପନ୍ତଙ୍କୁ ଗୁଡ ଲକ ଜଣାଇଲେ ସଚିନ

ଆହାତ ଧୱନଙ୍କୁ ସଚିନଙ୍କ ସନ୍ଦେଶ । ଶୀଘ୍ର ସୁସ୍ଥ ହୋଇ ଟିମକୁ ଫେରିବା ପାଇଁ ଜଣାଇଲେ ଶୁଭେଚ୍ଛା । ଋଷଭ ପନ୍ତଙ୍କୁ ବିଶ୍ବକପରେ ଭଲ ପ୍ରଦର୍ଶନ ପାଇଁ କହିଲେ ଗୁଡ୍ ଲକ ।

ଫଟୋସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@sachin_rt
author img

By

Published : Jun 20, 2019, 9:45 PM IST

ହାଇଦ୍ରାବାଦ: ବିଶ୍ବକପରୁ ଏବେ ବାଦ ପଡିଛନ୍ତି ଭାରତୀୟ ଓପନର ଶିଖର ଧୱନ । ଆହତ ସମସ୍ୟା କାରଣରୁ ବିସିସିଆଇ ଧୱନଙ୍କୁ ବିଶ୍ରାମ ଦେଇଛି । ସେପଟେ ଶିଖରଙ୍କ ବିକଳ୍ପ ଭାବେ ଟିମରେ ସାମିଲ ହୋଇଛନ୍ତି 22 ବର୍ଷୀୟ ଯୁବ ଖେଳାଳି ଋଷଭ ପନ୍ତ । ତବେ ଗୁରୁବାର ଉଭୟ ଖେଳାଳିଙ୍କ ପାଇଁ ଶୁଭେଚ୍ଛା ଦେଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।

pm modi, wishes, shikhar dhawan, speedy, recovery, ଧୱନ
ଫଟୋସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@sachin_rt

ଟ୍ୱିଟ କରି ସଚିନ ଲେଖିଛନ୍ତି, ‘ତୁମ ପାଇଁ ମୁଁ ଦୁଃଖିତ ଶିଖର । ତୁମ ଖୁବ ଭଲ ପ୍ରଦର୍ଶନ କରୁଥିଲ । ଆଉ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ମଝିରେ ଆହତ ହେବା ନିଶ୍ଚିତ ଏକ ଦୁଃଖର ବିଷୟ । ମୁଁ ଜାଣେ ଯେ ତୁମ ଖୁବ ଶୀଘ୍ର ଫରିବ ଆଉ ଆଗ ଅପେକ୍ଷା ଆହୁରି ଶକ୍ତିଶାଳୀ ହୋଇ ଫେରିବ । ଋଷଭ ତୁମେ ଭଲ ଖେଳୁଛ । ଆଉ ନିଜ ପ୍ରତିଭାକୁ ପ୍ରାମଣିତ କରିବା ପାଇଁ ଏହା ଠାରୁ ଭଲ ସୁଯୋଗ ତୁମକୁ ମିଳିବ ନାହିଁ । ଗୁଡ୍ ଲକ ।’

ସଚିନଙ୍କ ଟ୍ୱିଟ ମିଳିବା ସଙ୍ଗେ ସଙ୍ଗେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧୱନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.