ETV Bharat / sports

ବିଶ୍ବକପ: ସତ ହେଲା ସଚିନଙ୍କ ଭବିଷ୍ୟବାଣୀ

ବିଶ୍ବକପ ପୂର୍ବରୁ ସେମିଫାଇନାଲକୁ ନେଇ ସଚିନ କରିଥିବା ଆକଳନ ସତ ହୋଇଛି । ପୂର୍ବରୁ ସଚିନ ଭବିଷ୍ୟବାଣୀ କରିଥିଲେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିରେ ନିଶ୍ଚିତ ପହଞ୍ଚିବେ। ଚତୁର୍ଥ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରୁ ଗୋଟିଏ ଦଳ ସେମିଫାଇନାଲ ଯିବ ।

author img

By

Published : Jul 5, 2019, 3:24 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଲଣ୍ଡନ: ଶେଷ ପର୍ଯ୍ୟାୟରେ ବିଶ୍ବକପ ମହାସମରର ଲିଗ୍‌ ମ୍ୟାଚ । ସେମିଫାଇନାଲ ଲାଇନ ଅପବି ଏକ ପ୍ରକାର ଚୂଡାନ୍ତ ହୋଇସାରିଲାଣି । ଶ୍ରେଷ୍ଠ 4ଦଳ ଉପରୁ ଉଠିଲାଣି ପରଦା । ଏପଟେ ନ୍ୟୁଜିଲାଣ୍ଡ ଏକ ପ୍ରକାର ସେମିଫାଇନାଲରେ ପହଁଚି ସାରିଛି । କାରଣ 5ମ ସ୍ଥାନରେ ଥିବା ପାକିସ୍ତାନ ପାଇଁ ସେମିପାଇନାଲ ଖେଳିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି ।

ତେବେ ଏଠାରେ ସବୁଠାରୁ ବଡ କଥା ହେଲା ବିଶ୍ବକପ ପୂର୍ବରୁ ସେମିଫାଇନାଲକୁ ନେଇ ସଚିନ କରିଥିବା ଆକଳନ ସତ ହୋଇଛି । ପୂର୍ବରୁ ସଚିନ ଭବିଷ୍ୟବାଣୀ କରିଥିଲେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିରେ ନିଶ୍ଚିତ ପହଞ୍ଚିବେ। ଚତୁର୍ଥ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରୁ ଗୋଟିଏ ଦଳ ସେମିଫାଇନାଲ ଯିବ ।

ତେଣୁ ପାକିସ୍ତାନର ବର୍ତ୍ତମାନ ସ୍ଥିତି ଯାହା, ତାର ସେମି ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଇଛି । ଯଦି ଶୁକ୍ରବାର ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଆଗରେ 350ରନ ବିଜୟ ଲକ୍ଷ୍ୟ ରଖୁଛି ଓ ବାଂଲାଦେଶକୁ 39ରନ ପୂର୍ବରୁ ଅଲଆଉଟ କରୁଛି, ତେବେ ଯାଇ ପାକିସ୍ତାନକୁ ସେମିଫାଇନାଲ ଟିକେଟ ମିଳିପାରିବ । ଆଉ ଟସ୍‌ ହାରିଲେ ପାକିସ୍ତାନର ସେମିରାସ୍ତା ବନ୍ଦ ହୋଇଯିବ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.