ETV Bharat / sports

‘ଅଷ୍ଟ୍ରେଲିଆ ବିପକ୍ଷରେ 241 ରନ ହେଉଛି ସଚିନଙ୍କ ସବୁଠାରୁ ଶୃଙ୍ଖଳିତ ଇନିଂସ’ - ଅଷ୍ଟ୍ରେଲିଆ ବିପକ୍ଷରେ 241 ରନ

ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ରହି 241 ରନର ଇନିଂସ ସଚିନଙ୍କର ସବୁଠାରୁ ଶୃଙ୍ଖଳିତ ଓ ସ୍ଥିର ଇନିଂସ ବୋଲି କହିଛନ୍ତି ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ବ୍ରାଏନ ଲାରା । ଅଧିକ ପଢ଼ନ୍ତୁ...

Sachin Tendulakar, 241 against Australia, most disciplined innings,    Test carrer of sachin,  Brian Lara, ସଚିନଙ୍କ ସବୁଠାରୁ ଶୃଙ୍ଖଳିତ ଇନିଂସ, ଅଷ୍ଟ୍ରେଲିଆ ବିପକ୍ଷରେ 241 ରନ, ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ବ୍ରାଏନ ଲାରା
ଅଷ୍ଟ୍ରେଲିଆ ବିପକ୍ଷରେ 241 ରନ ହେଉଛି ସଚିନଙ୍କ ସବୁଠାରୁ ଶୃଙ୍ଖଳିତ ଇନିଂସ
author img

By

Published : Apr 5, 2020, 12:21 AM IST

ହାଇଦ୍ରାବାଦ: ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ବ୍ରାଏନ ଲାରା କହିଛନ୍ତି ଯେ ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ଖେଳିଥିବା 241 ରନର ଇନିଂସ ସବୁଠାରୁ ଶୃଙ୍ଖଳିତ ଓ ସ୍ଥିର ଟେଷ୍ଟ ଇନିଂସ ଥିଲା ।

Sachin Tendulakar, 241 against Australia, most disciplined innings,    Test carrer of sachin,  Brian Lara, ସଚିନଙ୍କ ସବୁଠାରୁ ଶୃଙ୍ଖଳିତ ଇନିଂସ, ଅଷ୍ଟ୍ରେଲିଆ ବିପକ୍ଷରେ 241 ରନ, ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ବ୍ରାଏନ ଲାରା
ଅଷ୍ଟ୍ରେଲିଆ ବିପକ୍ଷରେ 241 ରନ ହେଉଛି ସଚିନଙ୍କ ସବୁଠାରୁ ଶୃଙ୍ଖଳିତ ଇନିଂସ

ତେନ୍ଦୁଲକର ଯିଏ ନିଜର ପ୍ରଥମ ଟେଷ୍ଟ ଡେବ୍ୟୁ 16 ବର୍ଷ ବୟସରେ କରିଥିଲେ ନିଜର ଟେଷ୍ଟ କ୍ୟାରିୟରକୁ ଟେଷ୍ଟ କ୍ରିକେଟର ସର୍ବାଧିକ ରନ ସ୍କୋରର ଭାବେ ଶେଷ କରିଥିଲେ ।

‘ଆପଣ କେବେ ଚିନ୍ତା କରିଛନ୍ତି 16 ବର୍ଷ ବୟସରେ ଟେଷ୍ଟ ଖେଳିବା ଆରମ୍ଭ କରି ଆସନ୍ତା 24 ବର୍ଷ ଯାଏଁ ଖେଳିବା କଥା । ତାହା ଅବିଶ୍ବସନୀୟ ଅଟେ । ନିଜ କ୍ୟାରିୟରରେ ସଚିନ ଅନେକ ଗୁଡିଏ ବିଶ୍ମୟକର ଇନିଂସ ଖେଳିଛନ୍ତି କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ରହି 241 ରନର ଇନିଂସ ତାଙ୍କର ସବୁଠାରୁ ଶୃଙ୍ଖଳିତ ଓ ସ୍ଥିର ଇନିଂସ,’ ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ମହାନ ଖେଳାଳି ବ୍ରାଏନ ଲାରା ।

ତେବେ ସଚିନଙ୍କ ଉଦାହରଣ ଦେଇ, ଲାରା ସାରା ବିଶ୍ବକୁ ମଧ୍ୟ ଶୃଙ୍ଖଳିତ ରହି କୋରୋନାକୁ ହରାଇବାକୁ ଆହ୍ବାନ ଦେଇଛନ୍ତି ।

2004 ମସିହାରେ ସଚିନ 436 ବଲରେ 241 ରନ ସଂଗ୍ରହ କରି ଭାରତର ସ୍କୋର 705/5ରେ ପହଁଞ୍ଚାଇଥିଲେ । ମ୍ୟାଚ ଅମିମାଂସିତ ହୋଇଥିଲା କିନ୍ତୁ ସଚିନଙ୍କର ଏକାଗ୍ରତ ଓ ନିଷ୍ଠା ସଭିଙ୍କୁ ବେଶ ପ୍ରଭାବିତ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.