ETV Bharat / sports

ଆଜିଠୁ u-19 କ୍ରିକେଟ ବିଶ୍ବକପ୍‌

author img

By

Published : Jan 17, 2020, 3:30 PM IST

19 ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ର ଆୟୋଜକ ଦଳ ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମ୍ୟାଚରେ ଆଜି ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଚଳିତ ସଂସ୍କରଣରେ ଭାରତ ତା'ର 5ମ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ।

କ୍ରିକେଟ ବିଶ୍ବକପ୍‌
କ୍ରିକେଟ ବିଶ୍ବକପ୍‌

ହାଇଦ୍ରାବାଦ: 19 ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ର 13ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦକ୍ଷିଣ ଆଫ୍ରିକା କରୁଛି। ଉଦ୍‌ଘାଟନୀ ମ୍ୟାଚ ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ।

ଏହି ବିଶ୍ବକପର ଫାଇନାଲ ମ୍ୟାଚ 9 ଫେବୃଆରୀରେ ଖେଳାଯିବ। ପ୍ରିୟମ ଗର୍ଗଙ୍କ ନେତୃତ୍ବରେ ଭାରତୀୟ ଟିମ 5ମ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ। ଏହି କ୍ରିକେଟ ମହାକୁମ୍ଭରେ ରବିବାର ଦିନ ଶ୍ରୀଲଙ୍କା ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ।

india
ବିଶ୍ବକପ୍‌ ଟ୍ରଫି ସହ ସମସ୍ତ ଟିମର ଅଧିନାୟକ

ଏହି ଟୁର୍ଣ୍ଣାମେଣ୍ଟରେ 16ଟି ଟିମ ଅଂଶ ଗ୍ରହଣ କରିଛନ୍ତି। ଟିମକୁ 4ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ସହ ଗ୍ରୁପ 'ଏ'ରେ ଜାପାନ, ନ୍ୟୁଜିଲାଣ୍ଡ,ଶ୍ରୀଲଙ୍କା ସ୍ଥାନ ପାଇଛି ।

ବିଶ୍ବକପ କ୍ରିକେଟ ଟିମ ଗ୍ରୁପ:-

ଗ୍ରୁପ 'ଏ': ଭାରତ, ଜାପାନ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା

ଗ୍ରୁପ 'ବି': ଅଷ୍ଟ୍ରେଲିଆ, ଇଂଲଣ୍ଡ, ନାଇଜିରିୟା, ଓ୍ବେଷ୍ଟଇଣ୍ଡିଜ

ଗ୍ରୁପ 'ସି': ବାଂଲାଦେଶ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ଜିମ୍ବାଓ୍ବେ

ଗ୍ରୁପ 'ଡି': ଆଫଗାନିସ୍ତାନ. କନାଡା, ଦକ୍ଷିଣ ଆଫ୍ରିକା,ୟୁଏଇ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.