ହାଇଦ୍ରାବାଦ: ନ୍ୟୁଜିଲାଣ୍ଡର ଭେଟେରାନ ବ୍ୟାଟ୍ସମ୍ୟାନ ରସ ଟେଲର କ୍ରିକେଟର 3ଟି ଫର୍ମାଟରେ ସର୍ବାଧିକ ମ୍ୟାଚ ଖେଳିଥିବା କିୱି ଖେଳାଳି ହୋଇଛନ୍ତି । ପାକିସ୍ତାନ ବିପକ୍ଷ ଟେଷ୍ଟମ୍ୟାଚ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି ଟେଲର । ଏହି ମ୍ୟାଚ ଟେଲରଙ୍କ 438ତମ ମ୍ୟାଚ ଥିଲା ।
ଏନେଇ ବ୍ଲାକକ୍ୟାପସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ 438ତମ ମ୍ୟାଚ ସହ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି ।
-
There it is! Ross Taylor hits the winning runs off the first ball of the 49th over at @seddonpark. 348/6 in the end with Ross Taylor 109* and Santner 12*. Scorecard | https://t.co/4X8QVMuuLb #NZvIND pic.twitter.com/7R7pOATTzW
— BLACKCAPS (@BLACKCAPS) February 5, 2020 " class="align-text-top noRightClick twitterSection" data="
">There it is! Ross Taylor hits the winning runs off the first ball of the 49th over at @seddonpark. 348/6 in the end with Ross Taylor 109* and Santner 12*. Scorecard | https://t.co/4X8QVMuuLb #NZvIND pic.twitter.com/7R7pOATTzW
— BLACKCAPS (@BLACKCAPS) February 5, 2020There it is! Ross Taylor hits the winning runs off the first ball of the 49th over at @seddonpark. 348/6 in the end with Ross Taylor 109* and Santner 12*. Scorecard | https://t.co/4X8QVMuuLb #NZvIND pic.twitter.com/7R7pOATTzW
— BLACKCAPS (@BLACKCAPS) February 5, 2020
ଏହାପୂର୍ବରୁ ଏହି ରେକର୍ଡ ପୂର୍ବତନ କ୍ୟାପଟେନ ଡାନିଏଲ ଭିଟୋରୀଙ୍କ ନାମରେ ରହିଥିଲା । ସେ କିୱି ଟିମ ପାଇଁ 437ଟି ମ୍ୟାଚ ଖେଳିଛନ୍ତି । ଏହି ତାଲିକାରେ 432 ମ୍ୟାଚ ସହ ତୃତୀୟରେ ରହିଛନ୍ତି ବ୍ରେଣ୍ଡନ ମାକ୍ୟୁଲମ । ପରେ 395 ମ୍ୟାଚ ସହ ଷ୍ଟିଫେନ ଫ୍ଲେମିଂ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ