ETV Bharat / sports

ଗ୍ରେଟା ଥନବର୍ଗ ପ୍ରେରଣାର ଉତ୍ସ: ରୋହିତ ଶର୍ମା

ସ୍ବିଡେନର ଯୁବ ପରିବେଶବିତ ତଥା ‘ଜଳବାୟୁ ଯୋଦ୍ଧା’ ଭାବେ ପରିଚିତ ଗ୍ରେଟା ଥନବର୍ଗଙ୍କୁ ଟିମ ଇଣ୍ଡିଆର ଓପନର ହିଟମ୍ୟାନ ରୋହିତ ଶର୍ମା 'ପ୍ରେରଣାର ଉତ୍ସ' ବୋଲି କହିଛନ୍ତି ।

author img

By

Published : Sep 24, 2019, 8:40 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସ୍ବିଡେନର ଯୁବ ପରିବେଶବିତ ଗ୍ରେଟା ଥନବର୍ଗଙ୍କୁ ହିଟମ୍ୟାନ ରୋହିତ ଶର୍ମାଙ୍କ ପ୍ରଶଂସା । ମିଳିତ ଜାତିସଙ୍ଘ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନିରେ ଓଜ୍ବସୀ ଭାଷଣ ଦେଇଛନ୍ତି ଗ୍ରେଟା । ଏହାପରେ ସୋସିଆଲ ମିଡିଆରେ ଏହି ଭାଷଣଙ୍କୁ ପ୍ରବଳ ମାତ୍ରାରେ ପସନ୍ଦ କରାଯାଇଛି ।

Rohit Sharma on Greata thunberg
ଫଟୋ ସୌଜନ୍ୟ: twitter@ImRo45

ଟିମ ଇଣ୍ଡିଆର ଓପନର ହିଟମ୍ୟାନ ରୋହିତ ଶର୍ମା ଗ୍ରେଟାଙ୍କ ଭାଷଣର ଭିଡିଓକୁ ଟ୍ବିଟ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ପାରିପାର୍ଶ୍ବିକ ପାଗକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଗ୍ରେଟା । ବର୍ତ୍ତମାନର ପୀଢି ଏହାକୁ ଏକ ଗୁରୁ ଦାୟିତ୍ବ ଓ କର୍ତ୍ତବ୍ୟ ଭାବି ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି ।

Rohit Sharma Calls Inspiration
Greata thunberg

ଯୁବ ବୟସରେ ମଧ୍ୟ ଗ୍ରେଟାଙ୍କ ଜଳବାୟୁ ପରିବର୍ତ୍ତନ ନେଇ ସତର୍କତାକୁ ରୋହିତ ପ୍ରଶଂସା କରିଛନ୍ତି । ଏଥିସହିତ ଆଜିର ପୀଢି ପାଇଁ ସେ 'ପ୍ରେରଣାର ଉତ୍ସ' ବୋଲି ମଧ୍ୟ ରୋହିତ ଏହି ଯୁବ ପରିବେଶବିତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।

Intro:Body:

SG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.