ETV Bharat / sports

ରୋହିତଙ୍କ ନାଁରେ ଯୋଡି ହେଲା ପୁଣି ଏକ ରେକର୍ଡ

author img

By

Published : Oct 20, 2019, 6:55 AM IST

ରୋହିତ ଶର୍ମା ଏକ ଟେଷ୍ଟ ସିରିଜରେ ଅଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି । ଭାରତୀୟ କ୍ରିକେଟ ଟିମର ହିଟମ୍ୟାନ ଦ.ଆଫ୍ରିକା ବିପକ୍ଷରେ ଚାଲିଥିବା ଏହି ଟେଷ୍ଟ ସିରିଜରେ ଏଯାଏଁ 17ଟି ଛକା ମାରିଛନ୍ତି ।

rohit sharma

ରାଞ୍ଚି: ରୋହିତ ଶର୍ମାଙ୍କ ନାଁରେ ଆଉ ଏକ କୀର୍ତ୍ତିମାନ । ରୋହିତ ଦ.ଆଫ୍ରିକା ବିପକ୍ଷରେ 3ୟ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବା ସହ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ରୋହିତ ଶର୍ମା ଏକ ଟେଷ୍ଟ ସିରିଜରେ ଅଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି ।

rohit
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@BCCI

ବାଂଲାଦେଶ ବିପକ୍ଷରେ 2018 ମସିହାରେ ଇଣ୍ଡିଜର ସିମରନ ହିଟମ୍ୟାନର 2 ମ୍ୟାଚ ବିଶିଷ୍ଟ ସିରିଜରେ 15 ଛକା ମାରିଥିଲେ । ଆଜି ଏହି ରେକର୍ଡକୁ ଭାଙ୍ଗିଛନ୍ତି ରୋହିତ ଶର୍ମା ।

ଭାରତୀୟ କ୍ରିକେଟ ଟିମର ହିଟମ୍ୟାନ ଦ.ଆଫ୍ରିକା ବିପକ୍ଷରେ ଚାଲିଥିବା ଏହି ଟେଷ୍ଟ ସିରିଜରେ ଏଯାଏଁ 17ଟି ଛକା ମାରିଛନ୍ତି । ଏଥିସହ ଶନିବାର ଦିନ 3ୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ନିଜର ଟେଷ୍ଟ କ୍ୟାରିଅରରେ 6ଷ୍ଠତମ ଶତକ ପାଳି ଖେଳିବା ସହ 2000 ଟେଷ୍ଟ ରନ ପୂରା କରିଛନ୍ତି ।

ରୋହିତ ବିଶାଖାପାଟନମ୍‌ରେ ଆୟୋଜିତ ପ୍ରଥମ ଟେଷ୍ଟ ମ୍ୟାଚରେ ମୋଟ 13ଟି ଛକା ମାରିଥିଲେ । ଫଳରେ ପାକ୍‌ ଖେଳାଳି ଓ୍ବାସିକ ଆକ୍ରମଙ୍କ 12ଟି ଛକାର ରେକର୍ଡକୁ ଭାଙ୍ଗିଥିଲେ ରୋହିତ ।

ଏଥିସହ ଗୋଟିଏ ସିରିଜରେ 3ଟି ଶତକ ପାଳି ଖେଳିଥିବା 2ୟ ଓପୋନର ହୋଇଛନ୍ତି ରୋହିତ । ଏହା ପୂର୍ବରୁ ସୁନୀଲ ଗାଭାସ୍କର ଏପରି ରେକର୍ଡ ନିଜ ନାଁରେ କରିଛନ୍ତି ।

Intro:Body:

y

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.