ETV Bharat / sports

ହିଟ୍‌ ମ୍ୟାନ ରଚିଲେ ଏହି ରେକର୍ଡ, ଜାଣନ୍ତୁ କ’ଣ... - fastest to 9000

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦୃତତମ 9 ହଜାର ରନ ପୂରଣ କରିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଏହି ରେକର୍ଡ ରଚିବାକୁ ରୋହିତଙ୍କୁ 217 ଦିନିକିଆ ଇନିଂସ ଖେଳିବାକୁ ପଡିଛି ।

rohit-sharma-becomes-third-fastest-to-9000-runs-in-odis
ହିଟ୍‌ ମ୍ୟାନ ରଚିଲେ ଏହି ରେକର୍ଡ, ଜାଣନ୍ତୁ କଣ
author img

By

Published : Jan 20, 2020, 12:54 AM IST

ବେଙ୍ଗାଲୁରୁ: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ପୁଣି ଚାଲିଛି ହିଟ୍‌ ମ୍ୟାନଙ୍କ ହିଟ୍‌ । 128ବଲରୁ 119ରନ ପାଳି ଖେଳିଛନ୍ତି ରୋହିତ ଶର୍ମା । ତେବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି ହିଟ୍‌ ମ୍ୟାନ । ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ 9 ହଜାର ରନ ପୂରଣ କରିଛନ୍ତି ରୋହିତ । ଏହି ରେକର୍ଡ ରଚିବାକୁ ରୋହିତଙ୍କୁ 217 ଦିନିକିଆ ଇନିଂସ ଖେଳିବାକୁ ପଡିଛି ।

rohit-sharma-becomes-third-fastest-to-9000-runs-in-odis
ହିଟ୍‌ ମ୍ୟାନ ରଚିଲେ ଏହି ରେକର୍ଡ, ଜାଣନ୍ତୁ କଣ

ତେବେ ରୋହିତ ବିଶ୍ବର 3ୟ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ କରିଛନ୍ତି । ସେ ଭାରତର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ଭଳି କିମ୍ବଦନ୍ତୀ ଖେଳାଳୀଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଗାଙ୍ଗୁଲି 228 ଇନିଂସରେ 9 ହଜାର ରନ ପୂରଣ କରିଥିବା ବେଳେ ସଚିନ 235 ଇନିଂସ ଏବଂ ଲାରା 239 ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିବାରେ ସେ କ୍ରିକେଟ କିମ୍ବଦନ୍ତୀ ସଚିନଙ୍କ ପଛରେ ରହିଛନ୍ତି । ଏହି ତାଲିକାରେ ରୋହିତ ଓ କୋହଲି 8ଟି ଲେଖାଏଁ ଶତକ ଲଗାଇଛନ୍ତି, ଯେତେବେଳେ କି ସଚିନ 9ଟି ଶତକ ଲଗାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.