ETV Bharat / sports

ରୋହିତଙ୍କୁ ଫିଟ ଘୋଷଣା କଲା ବିସିସିଆଇ

ସିନିୟର ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଫିଟ ଘୋଷଣା କଲା ବିସିସିଆଇ । ଅଧିକ ପଢନ୍ତୁ..

author img

By

Published : Dec 12, 2020, 11:01 PM IST

Rohit fit to join Indian team, call on playing last 2 Tests against Aus after reassessment: BCCI
ରୋହିତଙ୍କୁ ଫିଟ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ସିନିୟର ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଫିଟ ଘୋଷଣା କଲା ବିସିସିଆଇ । ତେବେ ଶେଷ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ଟିମରେ ସାମିଲ ହେବେ ବୋଲି କୁହାଯାଇଛି । ସ୍କ୍ବାଡରେ ସାମିଲ ହେବାପରେ ମେଡିକାଲ ଟିମ ଗ୍ରୀନ ସିଗନାଲ ପରେ ମ୍ୟାଚ ଖେଳିପାରିବେ ରୋହିତ ।

ଆଇପିଏଲ ସମୟରେ ମାଂଶପେଶୀରେ ଯନ୍ତ୍ରଣା ଯୋଗୁଁ ଆହତ ହୋଇଥିଲେ ରୋହିତ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ତାଙ୍କୁ ବାଦ ଦିଆଯାଇଥିଲା । ଦିନିକିଆ ସିରିଜରୁ ଅଷ୍ଟ୍ରେଲିଆ 2-1ରେ ଜିତିବା ପରେ ଟି-20 ସିରିଜକୁ ସମାନ ବ୍ୟବଧାନରେ ହାତେଇଛି ଟିମ ଇଣ୍ଡିଆ ।

ତେବେ ବହୁ ପ୍ରତିକ୍ଷିତ 4 ମ୍ୟାଚ ବିସିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ନେଇ ଉତ୍ସାହ ବଢିବାରେ ଲାଗିଛି । ଡିସେମ୍ବର 17ରେ ଆଡିଲେଡରେ ପ୍ରଥମ ଟେଷ୍ଟ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.