ETV Bharat / sports

ମୋଦିଙ୍କ କ୍ୟାମ୍ପେନରେ ଯୋଗ ଦେବାକୁ ଶାସ୍ତ୍ରୀଙ୍କ ଆହ୍ବାନ - Fit India movement

'ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ'କୁ ଆଉ ପାଦେ ଆଗକୁ ନେବା ପାଇଁ ସୋସିଆଲ ମିଡିଆରେ ଏହାର ପ୍ରମୋସନ କରିଛନ୍ତି ଭାରତୀୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଓ ଭାରତୀୟ କ୍ରିକେଟ ଦଳ ।

ମୋଦିଙ୍କ କ୍ୟାମ୍ପେନରେ ଯୋଗ ଦେବାକୁ ଶାସ୍ତ୍ରୀଙ୍କ ଆହ୍ବାନ
author img

By

Published : Oct 2, 2019, 12:58 AM IST

ହାଇଦ୍ରାବାଦ: ଗତ ଅଗଷ୍ଟ 29ରେ ପାଳନ କରାଯାଇଛି ବିଶ୍ବକ୍ରୀଡୀ ଦିବସ । ସେହି ଦିନ 'ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ'କୁ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ । ତେବେ ଏହି 'ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ'କୁ ଆଉ ପାଦେ ଆଗକୁ ନେବା ପାଇଁ ସୋସିଆଲ ମିଡିଆରେ ଏହାର ପ୍ରମୋସନ କରିଛନ୍ତି ଭାରତୀୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଓ ଭାରତୀୟ କ୍ରିକେଟ ଦଳ ।

ମୋଦିଙ୍କ କ୍ୟାମ୍ପେନରେ ଯୋଗ ଦେବାକୁ ଶାସ୍ତ୍ରୀଙ୍କ ଆହ୍ବାନ

ତେବେ ଭାରତୀୟ କ୍ରିକେଟ ଦଳର ସୋମିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ଶାସ୍ତ୍ରୀ ଅକ୍ଟୋବର 2 ଗାନ୍ଧିଜୟନ୍ତୀ ଅବସସରେ ବିଶାଖାପାଟନମ ୱାଇ ଏସ ଚନ୍ଦ୍ରଶେଖର ଷ୍ଟାଡିୟମ ଅନୁଷ୍ଟିତ ହେବାକୁ ଥିବା ଦୌଡ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦେଶବାସୀ ଅନୁରୋଧ କରିଛନ୍ତି । ତେବେ ଏହି ମାରଥନରେ ଦୁଇ କିମି ଦୌଡିବା ସହିତ ରାସ୍ତାରେ ଥିବା ପ୍ଲାଟିକ୍‌ ପଦାର୍ଥକୁ ସଫା କରିବା ପାଇଁ ଶାସ୍ତ୍ରୀ କହିଛନ୍ତି ।

ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର 2 ଗାନ୍ଧିଜୟନ୍ତୀଠୁ ଉକ୍ତ ବିଶାଖାପାଟନମ ମୈଦାନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ଭାରତୀୟ ଦଳ । ଏନେଇ ଚୂଡାନ୍ତ ଏକାଦଶ ଘୋଷଣା ହୋଇସାରିଛି । ସକାଳ 9.30ରେ ଖେଳାଯିବ ଏହି ମ୍ୟାଚ ।

Intro:Body:

uuu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.