ETV Bharat / sports

ରଣଜୀ ଲଢେଇ: ଆସାମ ବିପକ୍ଷରେ ଓଡିଶାର ପ୍ରଥମ ଇଂନିସ 436/10

ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଛି ଓଡିଶା-ଆସାମ ରଣଜୀ ଲଢେଇ । ପ୍ରଥମେ ବ୍ୟାଟିଂ କରି ଓଡିଶାର ପ୍ରଥମ ଇଂନିସ 436/10 ରେ ଶେଷ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jan 28, 2020, 2:28 PM IST

Ranjy Trophy, Odisha Vs Assam
ରଣଜୀ ଲଢେଇ

କଟକ: ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଛି ଆସାମ-ଓଡିଶା ରଣଜୀ ଲଢେଇ । ଓଡିଶା ପ୍ରଥମ ଇଂନିସରେ 436 ରନରେ ଅଲଆଉଟ ହୋଇଛି । ଡ୍ରିମ୍ସ ଗ୍ରାଉଣ୍ଡରେ ଓଡିଶାର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଓଡିଶା ଇଂନିସରେ 5ଟି ଅର୍ଦ୍ଧଶତକୀୟ ଇଂନିସ ଦେଖିବାକୁ ମିଳିଛି ।

ତେବେ ସର୍ବାଧିକ 79 ରନ କରିଛନ୍ତି ଦେବବ୍ରତ ପ୍ରଧାନ । 125 ବଲରୁ 10 ଚୌକା ଓ 2 ଛକା ସହାୟତାରେ 79 ରନର ଦମଦାର ଇନିଂସ ଖେଳିଛନ୍ତି ଦେବବ୍ରତ । ଅଭିଷେକ ରାଉତ 71, ଗୋବିନ୍ଦ ପୋଦ୍ଦାର 58 ରନ କରିଛନ୍ତି । ଦୁଇ ଓପନର ସାନ୍ତନୁ ମିଶ୍ର 66 ଓ ଅନୁରାଗ ଷଡଙ୍ଗୀ 58 ରନ କରି ଆଉଟ ହୋଇଥିଲେ । ଭେଟେରାନ ବିପ୍ଳବ ସାମନ୍ତରାୟ 37 ରନ କରିଥିଲେ । ତେବେ ଶେଷଭାଗରେ ସୂର୍ଯ୍ୟକାନ୍ତ ପ୍ରଧାନ 15 ବଲରୁ 31 ଓ ରାଜେଶ ମହାନ୍ତି 9 ବଲରୁ 12 ରନର ଦ୍ରୁତ ଉନିଂସ ଖେଳିଥିଲେ ।

ଆସାମ ପକ୍ଷରୁ ସର୍ବାଧିକ ଅରୁପ ଦାସ ଓ ରଞ୍ଜିତ ଦାସ 4ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ପ୍ରିତମ ଦାସଙ୍କୁ 2 ୱିକେଟ ମିଳିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.