ETV Bharat / sports

ରଣଜୀ ଟ୍ରଫି: ହରିୟାଣା ବିପକ୍ଷ ମ୍ୟାଚରେ 51ରନରେ ଆଗୁଆ ଓଡିଶା - Haryana vs Odisha

ପ୍ରଥମ ଦିନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ଘରୋଇ ଦଳ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 51 ରନରେ ଆଗୁଆ ଭ୍ରମଣକାରୀ ଓଡିଶା । ଅଧିକ ପଢନ୍ତୁ...

ranji-trophy-haryana-vs-odisha-odisha-lead-by-51-runs-at-day-1-stumps
ରଣଜୀ ଟ୍ରଫି
author img

By

Published : Jan 11, 2020, 11:04 PM IST

ରୋହତକ୍‌: ଚଳିତ ରଣଜୀ ଟ୍ରଫିର ହରିୟାଣା ବିପକ୍ଷ ମ୍ୟାଚରେ ଓଡିଶା ଦେଖାଇଲା ଦମ । ପ୍ରଥମ ଦିନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ଘରୋଇ ଦଳ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 51 ରନରେ ଆଗୁଆ ଭ୍ରମଣକାରୀ ଓଡିଶା ।

ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ ହରିୟାଣା ପ୍ରଥମ ପାଳିରେ 90 ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଶୁଭମ ରୋହିଲା ସର୍ବାଧିକ 20 ରନ କରି ପାରିଥିଲେ । ସେହିପରି ପ୍ରମୋଦ ଚାଣ୍ଡେଲା 16 ରନ, ଟିନୁ କୁଣ୍ଡୁ 15 ରନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ 6 ୱିକେଟ ନେଇ ହରିୟାଣାର ବ୍ୟାଟିଂ ଲାଇନକୁ ଭାଙ୍ଗିଥିଲେ ।

ତେବେ ଓଡିଶା ତା'ର ପ୍ରଥମ ପାଳିରେ ବ୍ୟାଟିଂ କରିବାକୁ ଆସି ପ୍ରଥମରୁ ସଙ୍କଟରେ ପଡିଥିଲା । ଓପନର ଦେବାଶିଷ ସାମନ୍ତରାୟ 5 ରନ କରି ଅଜିତ ଚହଲଙ୍କ ଶିକାର ହୋଇଥିଲେ । ଏହାପରେ ଶାନ୍ତନୁ ମିଶ୍ର ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ପିଚରେ କିଛି ସମୟ ବିତାଇବା ପରେ ଉଭୟ ଯଥାକ୍ରମେ 17 ଓ 12 ରନ କରି ପାଭିଲିଅନ ଫେରିଯାଇଥିଲ । ପରେ ପରେ ଗୋବିନ୍ଦ ପୋଦାର 2 ରନ କରି ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ । ଏହାପରେ ବିପ୍ଲବ ସାମନ୍ତରାୟ ଓ ରାଜେଶ ଧୂପର କିଛି ସମୟ ପାଇଁ ଦଳକୁ ମଝୁବୁତ ସ୍ଥିତି ପ୍ରଦାନ କରିଥିଲେ । ହେଲେ ରାଜେଶ ଧୂପର ମଧ୍ୟ 24 ରନ କରି ଟିନୁ କୁଣ୍ଡୁଙ୍କ ଶିକାର ହୋଇଥିଲେ ।

ଶେଷରେ ବିପ୍ଳବ ଓ ସୁଜିତ ଲେଙ୍କା ବ୍ୟକ୍ତିଗତ 45 ଓ 21 ରନ କରି ପ୍ରଥମ ଦିନ ଖେଳ ସମାପ୍ତ କରିଥିଲେ । ତେବେ ଓଡିଶା ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 5 ୱିକେଟ ହରାଇ ସଂଗ୍ରହ କରିଛି 141 ରନ । ଓଡିଶା ଏବେ ଗୃପ-ସି' ର ପ୍ରଥମ ସ୍ଥାନରେ ରହିଛି । ସମୁଦାୟ 4 ଟି ମ୍ୟାଚ ଖେଳି 3 ଟିରେ ବିଜୟ ଓ ଏକ ମ୍ୟାଚ ଡ୍ର ରଖିଛି ଓଡିଶା

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:କଟକ: ରଣଜୀ ଟ୍ରଫି । କର୍ଣ୍ଣାଟକ ବିପକ୍ଷ ମ୍ୟାଚ ରେ ଓଡିଶା ଦେଖାଇଲା ଦମ । ପ୍ରଥମ ଦିନରେ ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା କର୍ଣ୍ଣାଟକ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 51 ରନ ରେ ଆଗୁଆ ଓଡିଶା ।

ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ କର୍ଣ୍ଣାଟକ ପ୍ରଥମ ପାଳି 90 ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଶୁଭମ ରୋହିଲା ସର୍ବାଧିକ 20 ରନ କରିଥିଲା ବେଳେ ପ୍ରମୋଦ ଚାଣ୍ଡେଲା 16 ରନ ,ଟିନୁ କୁଣ୍ଡୁ 15 ରନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ 6 ୱେକେଟ ନେଇ କର୍ଣ୍ଣାଟକ ର ବ୍ୟାଟିଂ ଲାଇନ କୁ ଭାଙ୍ଗି ଦେଇଥିଲେ ।

ଓଡିଶା ତାର ପ୍ରଥମ ପାଳି ରେ ବ୍ୟାଟିଂ କରିବାକୁ ଆସି ପ୍ରଥମ ରୁ ସଙ୍କଟ ରେ ପଡିଥିଲା । ଓପନର ଦେବାଶିଷ ସାମନ୍ତରାୟ 5 ରନ କରି ଅଜିତ ଚହଲ ଙ୍କ ଶିକାର ହୋଇଥିଲେ । ଏହାପରେ ଶାନ୍ତନୁ ମିଶ୍ର ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ପିଚ ରେ କିଛି ସମୟ ବିତାଇବା ପରେ ଉଭୟ ଯଥାକ୍ରମେ 17 ଓ 12 ରନ କରି ପାଭିଲିୟନ ଫେରିଯାଇଥିଲ । ପରେପରେ ଗୋବିନ୍ଦ ପୋଦାର 2 ରନ କରି ମଧ୍ୟ ହର୍ଷଲ ପଟେଲ ଙ୍କ ଶିକାର ହୋଇ ପାଭିଲିୟନ ଫେରିଯାଇଥିଲେ ।

ଏହାପରେ ବିପ୍ଲପ ସାମନ୍ତରାୟ ଦଳ ଓ ରାଜେଶ ଧୂପର କିଛି ସମୟ ପାଇଁ ଦଳ କୁ ମଝୁବୁତ ସ୍ଥିତି ପ୍ରଦାନ କରିଥିଲେ । ହେଲେ ରାଜେଶ ଧୂପର ମଧ୍ୟ 24 ରନ କରି ଟିନୁ କୁଣ୍ଡୁଙ୍କ ଶିକାର ହୋଇଥିଲେ । ଶେଷ ରେ ବିପ୍ଳବ ଓ ସୁଜିତ ଲେଙ୍କା ବ୍ୟକ୍ତିଗତ 45 ଓ 21 ରନ କରି ପ୍ରଥମ ଦିନ ଖେଳ ସମାପ୍ତ କରିଥିଲେ । ତେବେ ଓଡିଶା ପ୍ରଥମ ଦିନ ଖେଳ ଶେଷ ସୁଧା 5 ୱେକେଟ ହରାଇ ସଂଗ୍ରହ କରିଛି 141 ରନ ।

ତେବେ କେହିବାକୁ ଗଲେ ଓଡିଶା ଏବେ ଗୃପ ସି ର ପ୍ରଥମ ସ୍ଥାନ ରେ ରହିଛି । ସମୁଦାୟ 4 ଟି ମ୍ୟାଚ ଖେଳି 3 ଟିରେ ବିଜୟ ଓ ଏକ ମ୍ୟାଚ ଡ୍ର ରଖିଛି ଓଡିଶା

Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.