ETV Bharat / sports

ୟୁଏଇରେ କ୍ରିକେଟ ଏକାଡେମୀ ଆରମ୍ଭ କରିବ ରାଜସ୍ଥାନ ରୟାଲ୍ସ

ପ୍ରଥମ ଆଇପିଏଲ ଫ୍ରାଞ୍ଚାଇଜ ଭାବେ ୟୁଏଇରେ ଏକାଡେମୀ ଆରମ୍ଭ କରିବ ରାଜସ୍ଥାନ ରୟାଲ୍ସ ।

author img

By

Published : Oct 6, 2020, 10:26 PM IST

Rajasthan Royals set to launch cricket academy in UAE
ୟୁଏଇରେ କ୍ରିକେଟ ଏକାଡେମୀ ଆରମ୍ଭ କରିବ ରାଜସ୍ଥାନ ରୟାଲ୍ସ

ଦୁବାଇ: ୟୁଏଇରେ କ୍ରିକେଟ ଏକାଡେମୀ ଲଞ୍ଚ କରିବ ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ । ଏଥିପାଇଁ ଅକ୍ଟୋବର 12 ଦିନଧାର୍ଯ୍ୟ ହୋଇଥିବା ଜଣାପଡିଛି ।

ମଧ୍ୟପୂର୍ବରେ ଏହା ଫ୍ରାଞ୍ଚାଇଜର ପ୍ରଥମ ଏକାଡେମୀ । ଏଥିସହିତ ପ୍ରଥମ ଆଇପିଏଲ ଫ୍ରାଞ୍ଚାଇଜ ଭାବେ ୟୁଏଇରେ ଏକାଡେମୀ ଆରମ୍ଭ କରିବ ରାଜସ୍ଥାନ ରୟାଲ୍ସ । ୟୁଏଇ ଅବସ୍ଥାପିତ ସ୍ପୋର୍ଟସ ପରିଚାଳନା ଫାର୍ମ ସହ ରାଜସ୍ଥାନ ଅନୁବନ୍ଧିତ ହୋଇଛି ।

6ରୁ 19 ବର୍ଷ ବୟସ ମଧ୍ୟରେ ପୁଅ ଓ ଝିଅ, ଏଠାରେ ଥିବା ବିଶ୍ବସ୍ତରୀୟ କୋଚିଂ ସୁବିଧାର ଲାଭ ଉଠାଇପାରିବେ । ଜିମ୍ବାୱେର ପୂର୍ବତନ କ୍ୟାପଟେନ ଗ୍ରିମ କ୍ରେମର ଏକାଡେମୀ ନିର୍ଦ୍ଦେଶକ ଭାବେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ଏକାଡେମୀରେ 7ଟି ଷ୍ଟାଡିୟମ ସୁବିଧା ରହିଛି । ଏମିରେଟସ ଏୟାରଲାଇ ରଗବି ଆୟୋଜନ ପାଇଁ ଏହି ସ୍ଥାନ ପ୍ରଖ୍ୟାତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.