ETV Bharat / sports

ରବ କାସେଲ ରାଜସ୍ଥାନ ରୟାଲ୍ସର ନୂଆ ବୋଲିଂ କୋଚ - Rajasthan Royals appoint Rob Cassel

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ନୂଆ ବୋଲିଂ କୋଚ ହୋଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ରବ କାସେଲ। ଅଧିକ ପଢନ୍ତୁ...

Rajasthan Royals bowling coach
ରାଜସ୍ଥାନ ରୟାଲ୍ସର ନୂଆ ବୋଲିଂ କୋଚ
author img

By

Published : Jan 24, 2020, 10:24 AM IST

ରାଜସ୍ଥାନ: ଇଣ୍ଡିଆନ ପ୍ରିମିୟର ଲିଗର ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ନୂଆ ବୋଲିଂ କୋଚ ନିଯୁକ୍ତ କରିଛି। ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ରବ କାସେଲ 2020 ଆଇପିଏଲ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ ରହିବେ।

Rajasthan Royals bowling coach
ରାଜସ୍ଥାନ ରୟାଲ୍ସ ଟିମ

ଷ୍ଟେଫନ ଜୋନ୍ସ ପୂର୍ବରୁ ଟିମର ବୋଲିଂ କୋଚ ଦାୟିତ୍ବରେ ରହିଥିଲେ। ଜୋନ୍ସ ପୂର୍ବପରି ଟିମ ସହ ରହିବେ ବୋଲି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ବିଟ କରାଯାଇଛି। ମୁଖ୍ୟ କୋଚ ଆଣ୍ଡ୍ରିୟୁ ମାକ୍‌ଡୋନାଲ୍‌ଡ, ଜୋନ୍ସଙ୍କ ନିଯୁକ୍ତି ୱନେଇ ଖୁସି ଜାହିର କରିଛନ୍ତି। ରାଜସ୍ଥାନ ରୟାଲ୍ସ ଟିମରେ ଜୟଦେବ ଉନତକତ ଓ ବରୁନ ଅରୁଣ ଭଳି ଷ୍ଟାର ଭାରତୀୟ ବୋଲର ଅଛନ୍ତି।

Rajasthan Royals bowling coach
ଫଟୋ ସୌଜନ୍ୟ: twitter

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.