ETV Bharat / sports

ଟିମ ଇଣ୍ଡିଆ ଟ୍ରେନିଂ କ୍ୟାମ୍ପରେ ଦ୍ରାବିଡ, ବିସିସିଆଇ କହିଲା ଏମିତି...

author img

By

Published : Sep 20, 2019, 7:03 PM IST

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ଟ୍ରେନିଂ କ୍ୟାମ୍ପରେ ଦେଖିବାକୁ ମିଳିଛି । ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ କ୍ୟାପଟେନ କୋହଲିଙ୍କ ସହ ଫଟୋକୁ ବିସିସିଆଇ ପକ୍ଷରୁ ଟ୍ବିଟ କରାଯାଇଛି ।

ଫଟୋ ସୌଜନ୍ୟ: twitter@BCCI

ବେଙ୍ଗାଲୁରୁ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ଟ୍ରେନିଂ କ୍ୟାମ୍ପରେ ଦେଖିବାକୁ ମିଳିଛି । ଦ୍ରାବିଡ ଜାତୀୟ କ୍ରିକେଟ ଏକାଡେମୀ(NCA)ର ମୁଖ୍ୟ ଅଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଟି 20ସିରିଜର 3ୟ ମ୍ୟାଚ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ ବାଙ୍ଗାଲୋରରେ ଖେଳାଯିବ । ଏଥପାଇଁ ଅଭ୍ୟାସ ଚଳାଇଛି ବିରାଟ ବ୍ରିଗେଡ ।

Rahul Dravid
ଫଟୋ ସୌଜନ୍ୟ: twitter@BCCI

ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବିଶାସ୍ତ୍ରୀଙ୍କ ସହ ଫଟୋରେ ନଜର ଆସିଛନ୍ତି । ଏହି ଫଟୋକୁ ବିସିସିଆଇ ପକ୍ଷରୁ ଟ୍ବିଟ କରାଯାଇଛି । ଏଥିରେ ଭାରତୀୟ କ୍ରିକେଟର 2 ମହାନ କ୍ରିକେଟରଙ୍କ ଭେଟ ବୋଲି କୁହାଯାଇଛି । କ୍ୟାପଟେନ କୋହଲିଙ୍କ ସହ ମଧ୍ୟ ଦ୍ରାବିଡଙ୍କୁ ଦେଖିବାକୁ ମିଳିଛି ।

ପ୍ରଥମ ଟି-20 ବର୍ଷାଯୋଗୁଁ ବାତିଲ ହେବାପରେ 2ୟ ମ୍ୟାଚରେ ଧମାକାଦାର ବିଜୟ ହାସଲ କରିଛି ଭାରତ । କ୍ୟାପଟେନ କୋହଲିଙ୍କ ଅପରାଜିତ 72 ରନର ପାଳି ଭାରତକୁ ସହଜ ବିଜୟ ଦେଇଥିଲା ।
3ୟ ଟି-20ରେ ବିଜୟୀ ହୋଇ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.