ETV Bharat / sports

ଟି-20 ବିଶ୍ବକପରେ ଧୋନିଙ୍କ ସ୍ଥାନ ନେଇପାରିବେ ରାହୁଲ: ଗୌତମ ଗମ୍ଭୀର - ଆଇପିଏଲର 13ତମ ସଂସ୍କରଣ

ଟି-20 ବିଶ୍ବକପର ଟିମ ଇଣ୍ଡିଆରେ ଧୋନିଙ୍କ ସ୍ଥାନ ନେଇ ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ବଡ ବୟାନ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପ ଭାରତୀୟ ଦଳରେ ଧୋନିଙ୍କ ସ୍ଥାନ ନେଇପାରିବେ ଲୋକେଶ ରାହୁଲ । ଏହା କହିଛନ୍ତି ଗୌତମ ଗମ୍ଭୀର ।

Rahul apt replacement for Dhoni at T20 world cup: Gambhir
ଟି-20 ବିଶ୍ବକପରେ ଧୋନିଙ୍କ ସ୍ଥାନ ନେଇପାରିବେ ରାହୁଲ: ଗୌତମ ଗମ୍ଭୀର
author img

By

Published : Apr 14, 2020, 9:51 AM IST

ନୂଆଦିଲ୍ଲୀ: ଟି-20 ବିଶ୍ବକପର ଟିମ ଇଣ୍ଡିଆରେ ଧୋନିଙ୍କ ସ୍ଥାନ ନେଇ ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ବଡ ବୟାନ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପ ଭାରତୀୟ ଦଳରେ ଧୋନିଙ୍କ ସ୍ଥାନ ନେଇପାରିବେ ଲୋକେଶ ରାହୁଲ । ଏହା କହିଛନ୍ତି ଗୌତମ ଗମ୍ଭୀର ।

Rahul apt replacement for Dhoni at T20 world cup: Gambhir
ଟି-20 ବିଶ୍ବକପରେ ଧୋନିଙ୍କ ସ୍ଥାନ ନେଇପାରିବେ ରାହୁଲ: ଗୌତମ ଗମ୍ଭୀର

କୋରୋନା ଭାଇରସ ଯୋଗୁଁ ଚଳିତ ବର୍ଷ ଆଇପିଏଲ ହେବାନେଇ ଆଶଙ୍କା ଦେଖାଦେଇଛି । ବିସିସିଆଇ କୋର୍ଟରେ ରହିଛି ଏବେ ଆଇପିଏଲର 13ତମ ସଂସ୍କରଣର ଭାଗ୍ୟ । ଏମିତିକି କୌଣସି ମୂହୂର୍ତ୍ତରେ ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ବାତିଲ ଘୋଷଣା ନେଇ ମଧ୍ୟ ଚର୍ଚ୍ଚାହେଉଛି । ତେବେ ଭାରତ ସରକାରଙ୍କ ଲକଡାଉନ ନିଷ୍ପତି ପରେ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହେବାନେଇ ଆଶାକରାଯାଉଛି । ଦେଶରେ ଲକଡାଉନ ସ୍ଥିତିଯୋଗୁଁ ଆଇପିଏଲ ବାତିଲ ହେଲେ ଧୋନିଙ୍କ ପାଇଁ ଏହା ବଡ ଝଟକା ହେବ ବୋଲ ଗମ୍ଭୀର କହିଛନ୍ତି ।

ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ଖେଳାଯିବ ଟି-20 ବିଶ୍ବକପ । ତେବେ ଦୀର୍ଘଦିନ ଧରି କ୍ରିକେଟରୁ ଦୂରରେ ଥିବା ଧୋନି, ଆଇପିଏଲରେ ପ୍ରଭାବି ପ୍ରଦର୍ଶନ ପରେ ଟିମକୁ ଫେରିବା ଆଶା କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.