ETV Bharat / sports

ଆଇପିଏଲ 2021: ମୁମ୍ବାଇରେ ପହଞ୍ଚିଲେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବୋଲର

author img

By

Published : Apr 6, 2021, 4:08 PM IST

ଏପ୍ରିଲ 10ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

Rabada, Nortje arrive at DC's team hotel
ଆଇପିଏଲ 2021: ମୁମ୍ବାଇ ପହଞ୍ଚିଲେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବୋଲର

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ରହୁଥିବା ହୋଟେଲରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଡା ଓ ଆନରିଚ ନର୍କିୟା । ମଙ୍ଗଳବାର ଏହି ଦୁଇ ଦକ୍ଷିଣ ଆଫ୍ରିକୀୟ ଆଇପିଏଲ ଷ୍ଟାର ଭାରତରେ ପହଞ୍ଚିଛନ୍ତି ।

ଉଭୟ 7 ଦିନ କ୍ବାରେଣ୍ଟିନ ରହିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡରେ ସାମିଲ ହେବେ । ଆଇପିଏଲ 2021ର ମ୍ୟାଚ ସୂଚୀ ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚ ଖେଳିବ । ଏପ୍ରିଲ 10ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ଦିଲ୍ଲୀ । କ୍ବାରେଣ୍ଟିନ ଅବଧି ଶେଷ କରିବା ପରେ କ୍ରିକେଟ କ୍ଳବ ଅଫ୍‌ ଇଣ୍ଡିଆରେ ବର୍ତ୍ତମାନ ଅଭ୍ୟାସ ଜାରି ରଖିଛି ଟିମ ।

Name this duo that has just arrived back to our DC Family 💙🤗

Wrong answers only 👀#YehHaiNayiDilli #IPL2021 @TajMahalMumbai pic.twitter.com/El3XLOy74y

— Delhi Capitals (@DelhiCapitals) April 6, 2021

ରବିବାର ମୁଖ୍ୟ କୋଚ ରିକି ପଣ୍ଟିଂ ପ୍ରଥମ ଅଭ୍ୟାସ ସେସନରେ ଉପସ୍ଥିତ ରହିଥିଲେ ।

ଆହତ କାରଣରୁ ଟିମର ନିୟମିତ କ୍ୟାପଟେନ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଅଧିନାୟକ ଭାର ମିଳିଛି । ୟୁଏଇରେ ଖେଳାଯାଇଥିବା ଆଇପିଏଲର ଗତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଉପବିଜେତା ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ରହୁଥିବା ହୋଟେଲରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଡା ଓ ଆନରିଚ ନର୍କିୟା । ମଙ୍ଗଳବାର ଏହି ଦୁଇ ଦକ୍ଷିଣ ଆଫ୍ରିକୀୟ ଆଇପିଏଲ ଷ୍ଟାର ଭାରତରେ ପହଞ୍ଚିଛନ୍ତି ।

ଉଭୟ 7 ଦିନ କ୍ବାରେଣ୍ଟିନ ରହିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡରେ ସାମିଲ ହେବେ । ଆଇପିଏଲ 2021ର ମ୍ୟାଚ ସୂଚୀ ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚ ଖେଳିବ । ଏପ୍ରିଲ 10ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ଦିଲ୍ଲୀ । କ୍ବାରେଣ୍ଟିନ ଅବଧି ଶେଷ କରିବା ପରେ କ୍ରିକେଟ କ୍ଳବ ଅଫ୍‌ ଇଣ୍ଡିଆରେ ବର୍ତ୍ତମାନ ଅଭ୍ୟାସ ଜାରି ରଖିଛି ଟିମ ।

ରବିବାର ମୁଖ୍ୟ କୋଚ ରିକି ପଣ୍ଟିଂ ପ୍ରଥମ ଅଭ୍ୟାସ ସେସନରେ ଉପସ୍ଥିତ ରହିଥିଲେ ।

ଆହତ କାରଣରୁ ଟିମର ନିୟମିତ କ୍ୟାପଟେନ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଅଧିନାୟକ ଭାର ମିଳିଛି । ୟୁଏଇରେ ଖେଳାଯାଇଥିବା ଆଇପିଏଲର ଗତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଉପବିଜେତା ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.