ETV Bharat / sports

ଫୱାଦ ଅହମ୍ମଦ କୋରୋନା ପଜିଟିଭ, ଇସଲାମାବାଦ-କ୍ବେଟା ମ୍ୟାଚ ସ୍ଥଗିତ

author img

By

Published : Mar 1, 2021, 10:53 PM IST

ପାକିସ୍ତାନ ସୁପର ଲିଗରେ କୋରାେନା । ସ୍ପିନର ଫୱାଦ ଅହମ୍ମଦ କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ଇସଲାମାବାଦ ୟୁନାଇଟେଡ ଓ କ୍ବେଟା ଗ୍ଳାଡିଏଟରସ ମ୍ୟାଚ ସ୍ଥଗିତ । ଅଧିକ ପଢନ୍ତୁ...

PSL 6: Islamabad-Quetta match postponed to Tuesday as Fawad Ahmed tests positive for coronavirus
ଫୱାଦ ଅହମ୍ମଦ କୋରୋନା ପଜିଟିଭ, ଇସଲାମାବାଦ-କ୍ବେଟା ମ୍ୟାଚ ସ୍ଥଗିତ

କରାଚୀ: ପାକିସ୍ତାନ ସୁପର ଲିଗରେ କୋରାେନା । ସ୍ପିନର ଫୱାଦ ଅହମ୍ମଦ କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ଇସଲାମାବାଦ ୟୁନାଇଟେଡ ଓ କ୍ବେଟା ଗ୍ଳାଡିଏଟରସ ମ୍ୟାଚ ମଙ୍ଗଳବାରକୁ ପୁନଃ ଧାର୍ଯ୍ୟ ହୋଇଛି ।

ଫୱାଦଙ୍କ ଠାରେ ଲକ୍ଷଣ ଦେଖାଯିବାପରେ, ଦୁଇଦିନ ପାଇଁ ଆଇସୋଲେସନ ଥିଲେ ବୋଲି ଇସଲାମାବାଦ ୟୁନାଇଟେଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଟିମର ଅନ୍ୟ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଥିଲା ।

ପାକିସ୍ତାନ ସୁପର ଲିଗର ମ୍ୟାଚ ସୋମବାର ସନ୍ଧ୍ୟା 7.30ରେ ହେବାନେଇ ସୂଚୀ ରହିଥିଲା । ପରେ ମ୍ୟାଚ ଆରମ୍ଭ ସମୟରେ ଦୁଇଘଣ୍ଟା ବିଳମ୍ବ କରାଯାଇଥିଲା । ମାତ୍ର ପରଦିନ ଅର୍ଥାତ ମଙ୍ଗଳବାରକୁ ମ୍ୟାଚ ସ୍ଥଗିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.