ନୂଆଦିଲ୍ଲୀ: ଦେଶର ବିଭିନ୍ନ କ୍ରୀଡାବିତଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି, ପିଭି ସିନ୍ଧୁ, ସଚିନ ତେନ୍ଦୁଲକର, ବିଶ୍ବନାଥନ ଆନନ୍ଦ ଆଦି ବ୍ୟକ୍ତି ବିଶେଷଙ୍କ ସହ ମୋଦି ଦେଶରେ କୋରୋନା ମୁକାବିଲା ନେଇ ଆଲୋଚନା କରିଥିଲେ ।
ତେବେ କ୍ରୀଡାବିତଙ୍କ ସହ କଥା ହେଲାବେଳେ ମୋଦି ଦେଶରେ କିପରି ଅଧିକରୁ ଅଧିକ ସଚେତନତା ସୃଷ୍ଟି କରି ହେବ ସେନେଇ ମତାମତ ଲୋଡିଥିଲେ । ଦେଶର ପ୍ରତିଟି ବ୍ୟକ୍ତି ପାଖରେ କିପରି ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ପହଞ୍ଚି ପାରିବ ତାହା ମଧ୍ୟ ଆଲୋଚନା କରିଥିଲେ ।
-
Its a great interaction with our honourable Prime Minister @narendramodi sir and @KirenRijiju sir.. Thank you for your valuable speech 🙏🙏... it is really a great motivation for all the athletes ... we all are with you in fighting this situation .#stayhomestaysafe pic.twitter.com/lsrkaaBZob
— Sai Praneeth (@saiprneeth92) April 3, 2020 " class="align-text-top noRightClick twitterSection" data="
">Its a great interaction with our honourable Prime Minister @narendramodi sir and @KirenRijiju sir.. Thank you for your valuable speech 🙏🙏... it is really a great motivation for all the athletes ... we all are with you in fighting this situation .#stayhomestaysafe pic.twitter.com/lsrkaaBZob
— Sai Praneeth (@saiprneeth92) April 3, 2020Its a great interaction with our honourable Prime Minister @narendramodi sir and @KirenRijiju sir.. Thank you for your valuable speech 🙏🙏... it is really a great motivation for all the athletes ... we all are with you in fighting this situation .#stayhomestaysafe pic.twitter.com/lsrkaaBZob
— Sai Praneeth (@saiprneeth92) April 3, 2020
କ୍ରୀଡାବିତଙ୍କ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେମାନେ ଘରେ ରହିବା ଓ ସୁରକ୍ଷିତ ରହିବା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରି ପାରିବେ । ଖେଳାଳି ମାନେ ଏଯାବତ ଯେଭଳି କୋରୋନା ପାଇଁ ସଚେତନତା ସୃଷ୍ଟି କରିଛନ୍ତି ସେଥିପାଇଁ ପ୍ରଧାମନ୍ତ୍ରୀ ତାଙ୍କୁ ସାଧୁବାଦ ଦେବାସହ କହିଥିଲେ ଯେ ଏହା ଏକ ୟୁଦ୍ଧ ଯାହାକୁ ଆମକୁ ମିଳିମିଶି ଲଢି ଯିତିବାକୁ ହେବ । ତେବେ ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଁଞ୍ଚାଇବା ପାଇଁ ଖେଳାଳିଙ୍କ ଠାରୁ ଅଧିକ ସହାୟକ ଆଉ କେହି ହୋଇପାରିବେ ନାହିଁ କାରଣ ଫ୍ୟାନ୍ସ ମାନେ ସହଜରେ ସେମାନଙ୍କ କଥାକୁ ଗ୍ରହଣ କରି ନିଅନ୍ତି ବୋଲି କହିଛନ୍ତି ମୋଦି ।
-
Thank you Hon'ble PM @narendramodi
— Saikhom Mirabai Chanu (@mirabai_chanu) April 3, 2020 " class="align-text-top noRightClick twitterSection" data="
sir for interacting with us today. Have shared with him how i am following lockdown while staying in my room, working on fitness & enjoying hobbies. I urge everyone to kindly follow lockdown seriously & lets unite in this fight against
COVID-19 pic.twitter.com/VPJngnkwlV
">Thank you Hon'ble PM @narendramodi
— Saikhom Mirabai Chanu (@mirabai_chanu) April 3, 2020
sir for interacting with us today. Have shared with him how i am following lockdown while staying in my room, working on fitness & enjoying hobbies. I urge everyone to kindly follow lockdown seriously & lets unite in this fight against
COVID-19 pic.twitter.com/VPJngnkwlVThank you Hon'ble PM @narendramodi
— Saikhom Mirabai Chanu (@mirabai_chanu) April 3, 2020
sir for interacting with us today. Have shared with him how i am following lockdown while staying in my room, working on fitness & enjoying hobbies. I urge everyone to kindly follow lockdown seriously & lets unite in this fight against
COVID-19 pic.twitter.com/VPJngnkwlV
ମୋଦିଙ୍କ ସହ ଆଲୋଚନା କରିଥିବା 49 ଜଣ କ୍ରିଡାବିତ ହେଲେ, ମହେନ୍ଦ୍ର ସିଂ ଧୋନି(କ୍ରିକେଟ), ବିରାଟ କୋହଲି(କ୍ରିକେଟ), ରୋହିତ ଶର୍ମା(କ୍ରିକେଟ), ମମତା ପୁଝାରୀ (କବାଡି), ସୌରଭ ଗାଙ୍ଗୁଲି(କ୍ରିକେଟ), ସଚିନ ତେନ୍ଦୁଲକର(କ୍ରିକେଟ), ବିରେନ୍ଦ୍ର ସେହୱାଗ(କ୍ରିକେଟ), ମୋହମ୍ମଦ ସାମି(କ୍ରିକେଟ), କେଏଲ ରାହୁଲ(କ୍ରିକେଟ), ଚେତେଶ୍ବର ପୁଜାରା(କ୍ରିକେଟ), ଯୁବରାଜ ସିଂହ(କ୍ରିକେଟ), ଜହିର ଖାନ(କ୍ରିକେଟ), ପିଟି ଉଷା(ଆଥଲେଟିକ୍ସ), ଯୋଗେଶ୍ବର ଦତ୍ତ(କୁସ୍ତି), ବଜରଙ୍ଗ ପୁନିଆ(କୁସ୍ତି), ଭିନେସ ଫୋଗାଟ(କୁସ୍ତି), ପିଭି ସିନ୍ଧୁ(ବ୍ୟାଡମିଣ୍ଟନ), ମେରି କମ(ବକ୍ସିଂ), ହିମା ଦାସ(ଆଥଲେଟିକ୍ସ), ବିଶ୍ବନାଥନ ଆନନ୍ଦ(ଚେସ), ରାନି ରାମପାଲ(ହକି), ଦୀପିକା କୁମାରୀ(ତିରନ୍ଦାଜୀ), ମିରାବାଇ ଚାନୁ(ଭାର ଉତ୍ତୋଳନ), ନିରଜ ଚୋପ୍ରା(ଆଥଲେଟିକ୍ସ), ଶରଦ କୁମାର(ପାରା ଆଥଲେଟିକ୍ସ), ଅପୁର୍ବୀ ଚାନ୍ଦେଲା(ସୁଟିଙ୍ଗ), ମନୁ ଭାସ୍କର(ସୁଟିଙ୍ଗ), ତରୁନଦୀପ ରାୟ(ତିରନ୍ଦାଜୀ), ବାଇଚୁଙ୍ଗ ଭୁତିଆ(ଫୁଟବଲ), ସରଦାର ସିଂହ(ହକି), ଅଚନ୍ତା ଶରତ କମଲ(ଚେବୁଲ ଟେନିସ), ଅମିତ ପଙ୍ଘାଲ (ବକ୍ସିଂ), ଗଗନ ନାରଙ୍ଗ(ସୁଟିଙ୍ଗ), ଅନୁଜ ବବି ଜର୍ଜ(ଆଥଲେଟିକ୍ସ), ରୋହନ ବୋପାନ୍ନା(ଟେନିସ), ଅଙ୍କିତା ରାଇନା(ଟେନିସ), ସାଇ ପ୍ରଣୀତ(ବ୍ୟାଡମିଣ୍ଟନ), ଶ୍ରୀହରି ନଟରାଜ(ସନ୍ତରଣ), ହରମିତ ଦେଶାଇ(ଟେବୁଲ ଟେନିସ), ଅଭିଶେକ ବର୍ମା(ସୁଟିଙ୍ଗ), ଅବିନାଶ ସବଲେ(ଆଥଲେଟିକ୍ସ), କେଟି ଇରଫାନ(ଆଥଲେଟିକ୍ସ), ଲଭଲିନା ବୋରୋଘାଇନ(ବକ୍ସିଂ), ସିମରନଜିତ କୌର(ବକ୍ସିଂ), ଜେରେମି(ଭାର ଉତ୍ତୋଳନ), ଭବାନୀ ଦେବୀ (ଫେନ୍ସିଂ), ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ) ।