ETV Bharat / sports

ବୋଲିଂ ଆକ୍ସନକୁ ନେଇ ବୁମରାଙ୍କ ଖୁଲାସା

ନିଜର ନିଆରା ବୋଲିଂ ଆକ୍ସନ ଟିମ ଇଣ୍ଡିଆର ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କୁ ସ୍ବତନ୍ତ୍ର କରିଛି । ଏପରି ବୋଲିଂ ଆକ୍ସନକୁ କ୍ୟାରିୟର ଆରମ୍ଭରେ ଅନେକଜଣ ଗ୍ରହଣ କରିପାରିନଥିଲେ । ଏହିପ୍ରକାର ବୋଲିଂ ଆକ୍ସନ ସହ ବେଶୀଦିନ ଖେଳିପାରିବେ ନାହିଁ ମଧ୍ୟ ବୁମରାଙ୍କୁ ବହୁତଜଣ କହିଥିଲେ । ଅଧିକ ପଢନ୍ତୁ....

People told me that I won't play for long: Jasprit Bumrah
ବୋଲିଂ ଆକ୍ସନକୁ ନେଇ ବୁମରାଙ୍କ ଖୁଲାସା
author img

By

Published : Apr 27, 2020, 11:55 AM IST

ନୂଆଦିଲ୍ଲୀ: ନିଜର ନିଆରା ବୋଲିଂ ଆକ୍ସନ ଟିମ ଇଣ୍ଡିଆର ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କୁ ସ୍ବତନ୍ତ୍ର କରିଛି । ଏପରି ବୋଲିଂ ଆକ୍ସନକୁ କ୍ୟାରିୟର ଆରମ୍ଭରେ ଅନେକଜଣ ଗ୍ରହଣ କରିପାରିନଥିଲେ । ଏହିପ୍ରକାର ବୋଲିଂ ଆକ୍ସନ ସହ ବେଶୀଦିନ ଖେଳିପାରିବେ ନାହିଁ ବୋଲି ଅନେକ ମଧ୍ୟ କହିଥିଲେ । ଅଲରାଉଣ୍ଡର ଯୁବରାଜ ସିଂଙ୍କ ସହ ଇଷ୍ଟାଗ୍ରାମ ଲାଇଭ ସେସନରେ ଏହା କହିଛନ୍ତି ଜଶପ୍ରୀତ ବୁମରା ।

ବୁମରା କହିଛନ୍ତି ସମସ୍ତେ ତାଙ୍କୁ ରଣଜୀ ଟ୍ରଫି ପର୍ଯ୍ୟନ୍ତ ଖେଳିପାରିବେ ବୋଲି କହିଥିଲେ । ତେବେ ନିଜ ଉପରେ ତାଙ୍କର ଯଥେଷ୍ଟ ବିଶ୍ବାସ ରହିଥିଲା । ବୋଲିଂ ଆକ୍ସନକୁ ନେଇ ଅଧିକ ଅଭ୍ୟାସ ପରେ ସଫଳତା ମିଳିଥିଲା କହିଛନ୍ତି ବୁମରା । 3ବର୍ଷ ପୂର୍ବରୁ ବିଶ୍ବର ସର୍ବଶ୍ରେଷ୍ଠ ବୋଲର ଜଶପ୍ରୀତ ବୁମରା ହେବେ ବୋଲି ପୂର୍ବାନୁମାନ କରିଥିବା କହିଥିଲେ ଯୁବରାଜ । ଯାହାକି ସତ ହୋଇସାରିଛି ।

ଆଇସିସି ଦିନିକିଆ ବୋଲିଂ ରାକିଂରେ ଦ୍ବିତୀୟ ଓ ଟେଷ୍ଟ ରାକିଂରେ ବିଶ୍ବର ଶ୍ରେଷ୍ଠ 7ନଂ ବୋଲର ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.