ETV Bharat / sports

ଦ.ଆଫ୍ରିକାକୁ ଟି-20 ସିରିଜ ଖେଳିବାକୁ ନିମନ୍ତ୍ରଣ ଦେଲା ପିସିବି

author img

By

Published : Nov 28, 2019, 4:48 PM IST

3ମ୍ୟାଚ ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଦ.ଆଫ୍ରିକାକୁ ନିଜ ଦେଶକୁ ଆମନ୍ତ୍ରଣ କରିଛି । ତେବେ ନିମନ୍ତ୍ରଣ ସ୍ବୀକାର କଲେ ଉଭୟ ଦେଶ ମଧ୍ୟରେ ମାର୍ଚ୍ଚ ଅନ୍ତିମ ସପ୍ତାହରେ ମ୍ୟାଚ ଆୟୋଜିତ ହେବ ।

pcb
cricket

କରାଚି: ଆଗାମୀ ବର୍ଷ ଅନ୍ତରାଷ୍ଟ୍ରୀୟ ଟି-20 ସିରିଜ ଖେଳିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଦ.ଆଫ୍ରିକାକୁ ନିଜ ଦେଶକୁ ଆମନ୍ତ୍ରଣ କରିଛି ।

ପିସିବିର ସୂଚନାନୁସାରେ, ଆଗାମୀ ବର୍ଷ ଦ.ଆଫ୍ରିକା ଭାରତ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଏହାପରେ ଦ.ଆଫ୍ରିକା ପାକିସ୍ତାନ ଗସ୍ତ କରିବାକୁ ନିମନ୍ତ୍ରଣ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ପିସିବି କହିଛି ଯେ, ଆମେମାନେ ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନ ଗସ୍ତ କରିବାକୁ ନିମନ୍ତ୍ରଣ ଦେଇଛୁ । 3ମ୍ୟାଚ ଟି-20 ସିରିଜ ଖେଳାଯିବ । ସେମାନଙ୍କର ସ୍ବଭାବ ବହୁତ ଭଲ ।

ଯଦି ଦ.ଆଫ୍ରିକା ଏହି ଗସ୍ତକୁ ଗ୍ରୀନ୍‌ ସିଙ୍ଗନାଲ୍‌ ଦେବ ତାହାହେଲେ ପାକିସ୍ତାନ ସୁପର ଲିଗ ପରେ ମାର୍ଚ୍ଚର ଅନ୍ତିମ ସପ୍ତାହରେ ଆୟୋଜିତ 2 ଦେଶ ମଧ୍ୟରେ ଟି-20ମ୍ୟାଚ ଖେଳାଯିବ । ସୂଚନା ଥାଉକି, 18 ଜାନୁଆରୀରେ ବାଂଲାଦେଶ ପାକିସ୍ତାନ ଗସ୍ତରେ ଯିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.