ETV Bharat / sports

ଖରାପ ପ୍ରଦର୍ଶନକୁ ନେଇ ଟ୍ରୋଲ ହେଲେ ଇମାମ ଉଲ ହକ

author img

By

Published : Dec 2, 2019, 6:48 AM IST

ଆଇସଲ୍ୟାଣ୍ଡ କ୍ରିକେଟ ସୋସିଆଲ ମିଡିଆରେ ଇମାମ ଉଲ ହକଙ୍କୁ ଟ୍ରୋଲ କରିଛନ୍ତି ।

cricket
cricket

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ପାକିସ୍ତାନର ବ୍ୟାଟ୍ସମ୍ୟାନ ଇମାନ ଉଲ ହକଙ୍କ ପ୍ରଦର୍ଶନ ବହୁତ ଖରାପ ରହିଛି । ଏଡିଲେଟରେ 2ଦଳ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ଇମାମ 2ରନ କରି ଆଉଟ ହୋଇଥିଲେ । ସେହିଭଳି 2ୟ ପାଳିରେ ବିନା ଖାତା ଖୋଲି ପାଭିଲିୟମ ଫେରିଯାଇଥିଲେ ।

ପାକିସ୍ତାନ ଟିମ ପ୍ରଥମ ଟେଷ୍ଟ ମ୍ୟାଚରେ 154 ଓ ଏଡିଲେଡ ଟେଷ୍ଟରେ 335ରନର ପାଳି ଖେଲିଛନ୍ତି ।

cricket
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@icelandcricket
ତେବେ ଏହି ସ୍କୋରକୁ ଦେଖି ଆଇସଲ୍ୟାଣ୍ଡ କ୍ରିକେଟ ସୋସିଆଲ ମିଡିଆରେ ଇମାମଙ୍କୁ କଟାକ୍ଷ କରିଛି । ସେ ଟ୍ବିଟରରେ ପୋଷ୍ଟ କରି ଲେଖିଛି ଯେ, ଇମାମ ଉଲ ହକ ନିଜର ପୂରା ଟେଷ୍ଟ କ୍ୟାରିଅରେ ଯେତିକି ରନ କରିଛନ୍ତି ତାହାଠାରୁ ଅଧିକ ଡେଭିଡ ଓ୍ବାର୍ଣ୍ଣର ନିଜର ଗତ 2ପାଳିରେ ରନ୍‌ ହାସଲ କରିଛନ୍ତି ।

ସୂଚନାଥାଉକି ଇମାମ ନିଜର ଟେଷ୍ଟ କ୍ୟାରିଅରେ ଏବେ ଯାଏଁ ଭଲ ପ୍ରଦର୍ଶନ କରି ନାହାଁନ୍ତି । 11 ମ୍ୟାଚରେ କେବଳ 487ରନ କରିଛନ୍ତି । ଏପଟେ ଡେଭିଡ ପାକିସ୍ତାନ ବିପକ୍ଷରେ ଏହି ଟେଷ୍ଟ ସିରିଜରେ 484ରନ ଅକ୍ତିଆର କରି ସାରିଛନ୍ତି ।

Intro:ମନ କିଣିନେଲେ ସ୍ପେନ ସୁନ୍ଦରୀ, ଓଡ଼ିଆ ବୋହୂ ସାଜିଲେ ବିଦେଶୀ ଝିଅBody:ମନ କିଣିନେଲେ ସ୍ପେନ ସୁନ୍ଦରୀ, ଓଡ଼ିଆ ବୋହୂ ସାଜିଲେ ବିଦେଶୀ ଝିଅConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.