ETV Bharat / sports

ଟି-20 ବିଶ୍ବକପ: ବାତିଲ ସପକ୍ଷରେ କୁମାର ସାଙ୍ଗାକାରାଙ୍କ ମତ

author img

By

Published : May 30, 2020, 3:51 PM IST

ଖେଳାଳି ଓ ଦର୍ଶତଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ସଂସ୍କରଣର ଟି-20 ବିଶ୍ବକପକୁ ବାତିଲ ଘୋଷଣା ଏକ ବିକଳ୍ପ ହୋଇପାରେ ବୋଲି ସାଙ୍ଗାକାରା କହିଛନ୍ତି ।

Option maybe to cancel WT20: MCC Chief Sangakkara
ଟି-20 ବିଶ୍ବକପ: ବାତିଲ ସପକ୍ଷରେ କୁମାର ସାଙ୍ଗାକାରାଙ୍କ ମତ

ମୁମ୍ବାଇ: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇସିସି ଟି-20 ବିଶ୍ବକପ ନେଇ, ଏମସିସି ମୁଖ୍ୟ କୁମାର ସାଙ୍ଗାକାରାଙ୍କ ବଡ ବୟାନ । ଖେଳାଳି ଓ ଦର୍ଶତଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ସଂସ୍କରଣର ଟି-20 ବିଶ୍ବକପକୁ ବାତିଲ ଘୋଷଣା ଏକ ବିକଳ୍ପ ହୋଇପାରେ ବୋଲି ସାଙ୍ଗାକାରା କହିଛନ୍ତି ।

ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ହୋଇଥିବା ଆଇସିସି ବୈଠକରେ ମଧ୍ୟ ଏନେଇ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତି ନିଆଯାଇନାହିଁ । ବୈଠକକୁ ଜୁନ 10 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରା ମେରୀଲେବୋନ କ୍ରିକେଟ କ୍ଳବ(MCC)ସଭାପତି ରହିଛନ୍ତି । ଏହି ଭାଇରସର ଭ୍ୟାକସିନ ଉପଲବ୍ଧ ନହେବା ପର୍ଯ୍ୟନ୍ତ ସୁରକ୍ଷା ନେଇ ପ୍ରଶ୍ନ ରହିବ । ମାତ୍ର ଏହା ସହିତ ସମସ୍ତଙ୍କୁ ଆଗକଲୁ ବଢିବାକୁ ହେବ । ସେଥିପାଇଁ ଆଇସିସି ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଟି-20 ବିଶ୍ବକପ 2020କୁ ଆସନ୍ତ ବର୍ଷକୁ ସ୍ଥଗିତ କିମ୍ବା ବାତିଲ ଘୋଷଣା ବିକଳ୍ପକୁ ବିଚାର କରାଯାଇପାରେ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.