ETV Bharat / sports

ବାରବାଟୀରେ ପିଙ୍କ ବଲ ଟେଷ୍ଟ ! - ବାରବାଟୀରେ ପିଙ୍କ ବଲ ଟେଷ୍ଟ

ବାରବାଟୀରେ ହୋଇପାରେ ପିଙ୍କ ବଲ ଟେଷ୍ଟ । ବିସିସିଆଇକୁ ଅନୁମତି ମାଗିଲା ଓସିଏ । ଅଧିକ ପଢ଼ନ୍ତୁ...

Odisha Cricket Association, permission for pink ball test in barabati,  Day-Night pink ball test match, pink ball test in Barabati stadium, ବାରବାଟୀରେ ପିଙ୍କ ବଲ ଟେଷ୍ଟ, ବାରବାଟୀରେ ପିଙ୍କ ବଲ ଟେଷ୍ଟ ପାଇଁ ଅନୁମତି
ବାରବାଟୀରେ ପିଙ୍କ ବଲ ଟେଷ୍ଟ !
author img

By

Published : Dec 12, 2019, 6:58 PM IST

କଟକ: ଆସନ୍ତା ଇଂଲଣ୍ଡ ଗସ୍ତ ସମୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ବେଳେ ବାରବାଟୀରେ ଏକ ପିଙ୍କ ବଲ ଟେଷ୍ଟ ଖେଳାଯିବା ପାଇଁ ବିସିସିଆଇକୁ ଅନୁମତି ମାଗିଛି ଓସିଏ । କାରଣ ବାରବାଟୀରେ ଦୀର୍ଘବର୍ଷ ହେବ ଟେଷ୍ଟ ମ୍ୟାଚ ଖେଳାଯାଇନି । ଯଦି ଏହି ଦିବାରାତ୍ର ମ୍ୟାଚ ବାରବାଟୀକୁ ହସ୍ତାନ୍ତର କରାଯିବ ତେବେ ଓସିଏ ଏହି ମ୍ୟାଚକୁ ବେଶ ଆକର୍ଷଣୀୟ ଢ଼ଙ୍ଗରେ ଆୟୋଜନ କରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ବାରବାଟୀରେ ପିଙ୍କ ବଲ ଟେଷ୍ଟ !

ଏଯାବତ ଷ୍ଟାଡିଅମରେ 2ଟି ଟେଷ୍ଟ ଖେଳିଛି ଭାରତ। ଗୋଟିଏ ମ୍ୟାଚ 1987 ମସିହାରେ ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା ଓ ଦ୍ବିତୀୟଟି 1995 ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା ଭାରତ। ଏହାପର ଠାରୁ ଆଜି ପର୍ଯ୍ୟନ୍ତ ବାରବାଟୀରେ ଗୋଟିଏ ବି ଟେଷ୍ଟ ମ୍ୟାଚ ଦେଖିବାର ସୁଯୋଗ ପାଇ ନାହାନ୍ତି ଦର୍ଶକ । ତେବେ ପିଙ୍କ ବଲ ଟେଷ୍ଟ ବାରବାଟୀରେ ଖଳାଗଲେ ଓଡିଶା ବାସୀ ଆହୁରି ଖୁସି ହେବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବାରଵାଟି ରେ ଖେଳାଯିବ ପିଙ୍କ ବଲ ଟେଷ୍ଟ । ଆସନ୍ତା ଇଂଲଣ୍ଡ ଗସ୍ତ ସମୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ରେ ବାରବାଟୀ ରେ ଏକ ପିଙ୍କ ବଲ ଟେଷ୍ଟ ଖେଳିବା ପାଇଁ ବିସିସିଆଇ କୁ ଅନୁମତି ମାଗିଛି ଓସିଏ । କାରଣ ବାରବାଟୀ ରେ ଦୀର୍ଘ ବର୍ଷ ହେବ ଟେଷ୍ଟ ମ୍ୟାଚ ଖେଳାଯାଇନି । ଯଦି ଏହି ପିଙ୍କ ବଲ ମ୍ୟାଚ ବାରଵାଟି କୁ ହସ୍ତାନ୍ତର କରିବ ଓସିଏ ତେବେ ମ୍ୟାଚ କୁ ବେଶ ଆକର୍ଷଣୀୟ ଢ଼ଙ୍ଗରେ କରାଯିବ ବୋଲି କହିଛନ୍ତି ଓସିଏ ସମ୍ପଦକ ସଞ୍ଜୟ ବେହେରା ।

ଏଯାବତ ଷ୍ଟାଡିଅମ ରେ 2ଟି ଟେଷ୍ଟ ଖେଳିଛି ଭାରତ । ଗୋଟିଏ ମ୍ୟାଚ1987 ମସିହାରେ ଇଣ୍ଡିଆ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା ଆଉ ଦ୍ୱିତୀୟ 1995 ମସିହାରେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହାପରଠୁ ଆଜି ପର୍ଯ୍ୟନ୍ତ ବାରବାଟୀ ରେ ଗୋଟିଏ ହେଲେ ବି ଟେଷ୍ଟ ମ୍ୟାଚ ଦେଖିବାର ସୁଯୋଗ ପାଇ ନାହାନ୍ତି ଦର୍ଶକ । ତେବେ ପିଙ୍କ ବଲ ଟେଷ୍ଟ ବାରବାଟୀ ରେ ଖଳାଗଲେ ଓଡିଶା ବାସୀ ଆହୁରି ଖୁସି ହେବେ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ।

Body:ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.