ETV Bharat / sports

ଜାତୀୟ ସମରଥନମ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଓଡିଶା ମହିଳା ଦୃଷ୍ଟିହୀନ ଦଳ - cuuttack news

ଜାତୀୟ ସମରଥନମ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପ୍ରବେଶ କଲା ଓଡିଶା ମହିଳା ଦୃଷ୍ଟିହୀନ ଦଳ । ମହାରାଷ୍ଟ୍ରକୁ ୧୧୦ ରନରେ ପରାସ୍ତ କରିଛି ଓଡିଶା । ଆଗକୁ ପଢନ୍ତୁ...

odisha blind women cricket team in final
ଫାଇନଲରେ ଓଡିଶା ମହିଳା ଦୃଷ୍ଟିହୀନ ଦଳ
author img

By

Published : Dec 19, 2019, 2:09 PM IST

କଟକ: ଫାଇନାଲରେ ଓଡିଶା ଦୃଷ୍ଟିହୀନ ମହିଳା ଦଳ । ଦିଲ୍ଲୀରେ ଚାଲିଥିବା ଜାତୀୟ ସମରଥନମ କ୍ରିକେଟ ପ୍ରତିଯୋଗିତାରେ ମହାରାଷ୍ଟ୍ରକୁ ୧୧୦ ରନରେ ପରାସ୍ତ କରିଛି ଓଡିଶା । ଏହି ବିଜୟ ସହ ଫାଇନାଲରେ ପ୍ରବେଶ କରିଛି ଟିମ ଓଡିଶା ।

ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ନିର୍ଦ୍ଧାରିତ 20 ଓଭରରେ ବୃହତ 242 ରନ ସଂଗ୍ରହ କରିଥିଲା ଓଡିଶା । ଦଳ ପକ୍ଷରୁ ପୁନି ମୂର୍ତ୍ତି ସର୍ବାଧିକ 89 ରନ କରିଥିଲା ବେଳେ ବାସନ୍ତୀ ହାଁସଦା 71 ରନ କରିଥିଲେ ।

ଜବାବରେ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦୁଇ ୱିକେଟ ହରାଇ ମାତ୍ର 132 ରନ ହିଁ କରିବାକୁ ସକ୍ଷମ ହୋଇଥିଲା ମହାରାଷ୍ଟ୍ର । ଫାଇନାଲରେ କର୍ଣ୍ଣାଟକକୁ ଭେଟିବ ଓଡିଶା ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

Intro:କଟକ: ଫାଇନଲ ରେ ଓଡିଶା ଦୃଷ୍ଟିହୀନ ମହିଳା ଦଳ । ଦିଲୀ ରେ ଚାଲିଥିବା ଜାତୀୟ ସମରଥନମ କ୍ରିକେଟ ପ୍ରତିଯୋଗିତା ରେ ମହାରାଷ୍ଟ୍ର କୁ ୧୧୦ ରନ ରେ ପରାସ୍ତ କରିଛି ଓଡିଶା । ଏହି ବିଜୟ ସହ ଫାଇନଲ ରେ ପ୍ରବେଶ କରିଛି ଓଡିଶା ।

ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ନିର୍ଧାରିତ 20 ଓଭର ରେ ବୃହତ 242 ରନ ସଂଗ୍ରହ କରିଥିଲା ଓଡିଶା । ଦଳ ପକ୍ଷରୁ ପୁନି ମୂର୍ତ୍ତି ସର୍ବାଧିକ 89 ରନ କରିଥିଲା ବେଳେ ବାସନ୍ତୀ ହାଁସଦା 71 ରନ କରିଥିଲେ ।

ଜବାବ ରେ ଧାର୍ଯ୍ୟ ଲକ୍ଷ୍ୟ କୁ ପିଛା କରିବାକୁ ଯାଇ ଦୁଇ ୱେକେଟ ହରାଇ ମାତ୍ର 132 ରନ ହିଁ କରିବାକୁ ସକ୍ଷମ ହୋଇଥିଲା ମହାରାଷ୍ଟ୍ର । ଫାଇନଲ ରେ କର୍ଣ୍ଣାଟକ କୁ ଭେଟିବ ଓଡିଶା ।
Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.