ETV Bharat / sports

ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ: ପ୍ରଥମ ଟେଷ୍ଟରେ ମହମ୍ମଦ ରିଜୱାନ କ୍ୟାପଟେନ

author img

By

Published : Dec 21, 2020, 10:58 PM IST

ପାକିସ୍ତାନ କ୍ୟାପଟେନ ବାବାର ଆଜାମ ଓ ଓପନର ଇମାମ-ଉଲ-ହକ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ । ଅଧିକ ପଢନ୍ତୁ...

NZ vs Pak: Mohammad Rizwan to lead Pakistan in first Test
ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ: ପ୍ରଥମ ଟେଷ୍ଟରେ ମହମ୍ମଦ ରିଜୱାନ କ୍ୟାପଟେନ

ନାପିଏର: ପାକିସ୍ତାନ କ୍ୟାପଟେନ ବାବାର ଆଜାମ ଓ ଓପନର ଇମାମ-ଉଲ-ହକ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି । ଡିସେମ୍ବର 26ରୁ ମାଉଣ୍ଟ ମାଉଙ୍ଗାନୁଇରେ ଏହି ମ୍ୟାଚ ଖେଳାଯିବ ।

ଫଳରେ ଘରୋଇ କ୍ରିକେଟର ରନ ସଂଗ୍ରହ କରିଥିବା ଇମ୍ରାନ ବଟ୍ଟଙ୍କ ନାମ ଘୋଷିତ 17 ଜଣିଆ ସ୍କ୍ବାଡରେ ରହିଛି ।

NZ vs Pak: Mohammad Rizwan to lead Pakistan in first Test
ମହମ୍ମଦ ରିଜୱାନ

ମହମ୍ମଦ ରିଜୱାନ ପ୍ରଥମ ଟେଷ୍ଟରେ ପାକିସ୍ତାନର କ୍ୟାପଟେନ ଦାୟିତ୍ବ ତୁଲାଇବେ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ଘୋଷଣା କରାଯାଇଛି । କ୍ରିକେଟର ଲମ୍ବା ଫର୍ମାଟରେ ରିଜୱାନ ପାକିସ୍ତାନର 33ତମ କ୍ୟାପଟେନ ହେବେ ।

ପାକିସ୍ତାନ କ୍ରିକେଟ ବୋର୍ଡ

ପାକିସ୍ତାନ ସ୍କ୍ବାଡ: ମହମ୍ମଦି ରିଜୱାନ(ପ୍ରଥମ ଟେଷ୍ଟ ପାଇଁ କ୍ୟାପଟେନ), ଆବିଦ ଅଲ୍ଲୀ, ଆଝାର ଅଲ୍ଲୀ, ଫାହୀମ ଅଶରଫ, ଫୱାଦ ଆଲାମ, ହାରିସ ସୋହେଲ, ଇମ୍ରାନ ବଟ୍ଟ, ମହମ୍ମଦ ଆବାସ, ନସୀମ ସାହ, ସର୍ଫରାଜ ଅହମ୍ମଦ, ସଦାବ ଖାନ, ସହୀନ ଆଫ୍ରିଦୀ, ସାନ ମାସୁଦ, ସୋହେଲ ଖାନ, ୟାସିର ଶାହା ।

ଇମାମ-ଉଲ-ହକ- ବାବାର ଆଜାମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.