ଖ୍ରୀଷ୍ଟଚର୍ଚ୍ଚ: ଭାରତ ମୁଣ୍ଡରେ ଝୁଲୁଛି ଆଉ ଏକ ମୂଳପୋଛର ଖଣ୍ଡା । ନ୍ୟୁଜିଲାଣ୍ଡ ବିପକ୍ଷ 2ୟ ଟେଷ୍ଟରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ । ପୁଣି ଫେଲ ମାରିଲେ କ୍ୟାପଟେନ କୋହଲି । ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭ୍ରମଣକାରୀ ଭାରତୀୟ ଦଳ ଆରମ୍ଭରୁ ହିଁ ଝୁଣ୍ଟିଛି ।
-
Virat Kohli's last 5️⃣ scores in international cricket:
— ICC (@ICC) February 29, 2020 " class="align-text-top noRightClick twitterSection" data="
3, 19, 2, 9, 15#NZvIND pic.twitter.com/0LUY5cJwwJ
">Virat Kohli's last 5️⃣ scores in international cricket:
— ICC (@ICC) February 29, 2020
3, 19, 2, 9, 15#NZvIND pic.twitter.com/0LUY5cJwwJVirat Kohli's last 5️⃣ scores in international cricket:
— ICC (@ICC) February 29, 2020
3, 19, 2, 9, 15#NZvIND pic.twitter.com/0LUY5cJwwJ
ଦଳ ପାଇଁ ଓପନିଂ କରୁଥିବା ଯୁବ ପୃଥୀ ଶ’ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି । ମାତ୍ର ଅନ୍ୟତନ ଓପନର ମୟଙ୍କ ଅଗ୍ରୱାଲ ମାତ୍ର 7ରନ କରି ପାଭେଲିଅନ ଫେରିଛନ୍ତି । 3ୟ ୱିକେଟ ପାଇଁ ବ୍ୟାଟିଂ ଆସିଥିବା ଚେତେଶ୍ବର ପୂଜାର ଶେଷ ଅପଡେଟ ସୁଦ୍ଧା କ୍ରିଜରେ ଅପରାଜିତ ରହିଛନ୍ତି । ସେପଟେ ଅଧିନାୟକ ପୁଣି ମାରିଛନ୍ତି ଫେଲ । ପ୍ରଥମ ଟେଷ୍ଟ ପରେ 2ୟ ଟେଷ୍ଟରେ ମଧ୍ୟ ଶୀଘ୍ର ପାଭିଲିଅନ ଫେରିଛନ୍ତି କୋହଲି । କ୍ୟାପଟେନ କୋହଲି ମାତ୍ର 3 ରନ କରି ପାରିଥିବାବେଳେ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ 7ରନ କରି ପାରିଛନ୍ତି ।
-
Prithvi Shaw departs after scoring a half-century here at the Hagley Oval. His 2nd in Tests and first away from home.
— BCCI (@BCCI) February 29, 2020 " class="align-text-top noRightClick twitterSection" data="
Live - https://t.co/VTLQt4iEFz #NZvIND pic.twitter.com/oZgPpbOsuH
">Prithvi Shaw departs after scoring a half-century here at the Hagley Oval. His 2nd in Tests and first away from home.
— BCCI (@BCCI) February 29, 2020
Live - https://t.co/VTLQt4iEFz #NZvIND pic.twitter.com/oZgPpbOsuHPrithvi Shaw departs after scoring a half-century here at the Hagley Oval. His 2nd in Tests and first away from home.
— BCCI (@BCCI) February 29, 2020
Live - https://t.co/VTLQt4iEFz #NZvIND pic.twitter.com/oZgPpbOsuH
ଉଲ୍ଲେଖଥାଉ କି, 2 ଟିକିଆ ଟେଷ୍ଟ ସିରିଜର 2ୟ ମ୍ୟାଚ ଆଜିଠାରୁ ଖ୍ରୀଷ୍ଟଚର୍ଚ୍ଚରେ ଆରମ୍ଭ ହୋଇଛି । ସିରିଜରେ 0-1ରେ ପଛୁଆ ଅଛି ଭାରତୀୟ ଦଳ ।