ETV Bharat / sports

ୱେଲିଂଟନ ଟେଷ୍ଟ: ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ - ଭାରତ-ନ୍ୟୁଜିଲାଣ୍ଡ ୱେଲିଂଟନ ଟେଷ୍ଟ

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଭାରତର ସ୍କୋର 28 ଓଭରରେ 3 ୱିକେଟ ହରାଇ 79 ରହିଛି।

NZ vs IND
ୱେଲିଂଟନ ଟେଷ୍ଟ
author img

By

Published : Feb 21, 2020, 7:13 AM IST

ୱେଲିଂଟନ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଟସ ଜିତି ନ୍ୟୁଜିଲାଣ୍ଡ କ୍ୟାପଟନ କେନ ୱିଲିୟମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାପରେ, ପ୍ରଥମେ ବ୍ୟାଟିଂ କରୁଛି ଭାରତ।

sd
ୱେଲିଂଟନ ଟେଷ୍ଟ: ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ତେବେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତ। ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଭାରତର ସ୍କୋର 28 ଓଭରରେ 3 ୱିକେଟ ହରାଇ 79 ରହିଛି। ମୟଙ୍କ ଅଗ୍ରୱାଲ 29 ଓ ଅଜିଜ୍ଞ ରାହାଣେ 19 କରି ଅପରାଜିତ ଅଛନ୍ତି।

df

ମ୍ୟାଚର 5ମ ଓଭରରେ ଟିମ ଇଣ୍ଡିଆ ଯୁବ ଓପନର ପୃଥ୍ବୀ ଶଙ୍କ ୱିକେଟ ହରାଇଥିଲା । ଟିମ ସାଉଦୀ ପୃଥ୍ବୀ ଶଙ୍କୁ ଆଉଟ କରି ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଚେତେଶ୍ବର ପୂଜାରା 11 ରନ କରି ଡେବ୍ୟୁ ଟେଷ୍ଟ ଖେଳୁଥିବା ଜେମିଏସନଙ୍କ ଶୀକାର ହୋଇଥିଲେ । ତେବେ ଏହାର ମାତ୍ର ଗୋଟିଏ ଓଭର ପରେ କ୍ୟାପଟେନ ବିରାଟ କୋହଲି ଜେମିଏସନଙ୍କ 2ୟ ଶୀକାର ହୋଇଥିଲେ । ମାତ୍ର 2ରନ କରି ଆଉଟ ହୋଇଛନ୍ତି କୋହଲି। ଫଳରେ ଭାରତର ସ୍କୋର 40/3 ରହିଥିଲା । ମାତ୍ର ମୟଙ୍କ ଅଗ୍ରୱାଲ ଓ ଅଜିଙ୍କ୍ୟ ରାହାଣେ ଭାରତୀୟ ପାଳିକୁ ସମ୍ଭାଳିବା ସହ 39 ରନର ଅପରାଜିତ ପାର୍ଟନରସିପ ମଧ୍ୟ କରିଛନ୍ତି।

sg

ଭାରତୀୟ ଚୁଡାନ୍ତ ଏକାଦଶ: ପୃଥ୍ବୀ ଶ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି, ଜଶପ୍ରିତ ବୁମରା, ଇଶାନ୍ତ ଶର୍ମା।

ନ୍ୟୁଜିଲାଣ୍ଡ ଚୁଡାନ୍ତ ଏକାଦଶ: ଟମ ଲାଥମ, ଟମ ବ୍ଳେଣ୍ଡେଲ, କେନ ୱିଲିୟମସନ(କ୍ୟାପଟେନ), ରସ ଟେଲର, ହେନରୀ ନିକୋଲାସ, ବିଜେ ୱେଟଲିଙ୍ଗ(ୱିକେଟ କିପର), କଲିନ ଗ୍ରାଣ୍ଡହୋମ, କେଲ ଜେମିଏସନ, ଟିମ ସାଉଦୀ, ଟ୍ରେଣ୍ଟ ବୋଲ୍ଟ, ଏଜାଜ ପଟେଲ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.