ETV Bharat / sports

ସାମିଙ୍କ ସାଥିରେ ବିସିସିଆଇ, ତୁରନ୍ତ ହେବନି କାର୍ଯ୍ୟାନୁଷ୍ଠାନ - ଆରେଷ୍ଟ ୱାରେଣ୍ଟ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସାମିଙ୍କ ନାଁରେ ଜାରି ହୋଇଥିବା ଆରେଷ୍ଟ ୱାରେଣ୍ଟକୁ ନେଇ ରଖିଛି ପ୍ରତିକ୍ରିୟା । ସାମିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ନିଆଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ଡିଜାଇନ ଫଟୋ
author img

By

Published : Sep 2, 2019, 8:53 PM IST

ନୂଆଦିଲ୍ଲୀ: କୋଲକାତାର ଅଲିପୁର କୋର୍ଟ ସାମିଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି । ପତ୍ନୀ ହସିନ ଜାହାନ, ସାମିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । 15 ଦିନ ମଧ୍ୟରେ କୋର୍ଟରେ ହାଜର ହେବାକୁ ସାମିଙ୍କୁ ନିର୍ଦ୍ଦେଶ ମିଳିଛି।

ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଏନେଇ ପ୍ରତିକ୍ରିୟା ରଖିଛି । କୋର୍ଟ ନିର୍ଦ୍ଦେଶନାମା ନେଇ ସାମିଙ୍କୁ ବିସିସିଆଇର ସାଥ ମିଳିଛି । ସାମିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ହେବ ନାହିଁ ବୋଲି ବିସିସିଆଇର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି ସତ କିନ୍ତୁ ସେଥିରେ ସେ ଦୋଷୀ କି ନୁହଁନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ବର୍ତ୍ତମାନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇ ଚିନ୍ତା କରିବା ବହୁତ ଦଲଦି ହୋଇଯିବ। ତେବେ ଚାର୍ଜସିଟକୁ ଦେଖିଲା ପରେ ବିଚାର କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.