ETV Bharat / sports

IND vs NZ: ଆଗୁଆ ସିରିଜ କବ୍ଜା ପରେ 4-0 ଉପରେ ବିରାଟଙ୍କ ନଜର - ଓ୍ବିଲଙ୍ଗଟନ୍‌ସ୍ଥିତ ସ୍କାଏ ଷ୍ଟାଡିୟମ

ଅଧିନାୟକ ବିରାଟ ଆୟୋଜକ ଦଳ ବିପକ୍ଷରେ ଅତି ଉତ୍ସାହରେ ଖେଳିବ ନାହିଁ । 3ୟ ମ୍ୟାଚରେ ଉଭୟ ଦଳର ବିଜେତା ବାଛିବା ପାଇଁ ସୁପର ଓଭର ଯାଏଁ ଅପେକ୍ଷା କରିବାକୁ ପଡିବ ।

IND vs NZ
IND vs NZ
author img

By

Published : Jan 30, 2020, 11:50 PM IST

ଓ୍ବିଲଙ୍ଗଟନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଆଗୁଆ ସିରିଜ କବ୍ଜା କରିଛି ଟିମ ଇଣ୍ଡିଆ । ଶୁକ୍ରବାର ଦିନ 4ର୍ଥ ମ୍ୟାଚ ଖେଳିବେ ଭାରତ-ନ୍ୟୁଜିଲାଣ୍ଡ ।

ଓ୍ବିଲଙ୍ଗଟନ୍‌ସ୍ଥିତ ସ୍କାଏ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ । ଭାରତୀୟ ପାଖରେ ସୁଯୋଗ ରହିଛି 5-0ରେ କ୍ଲିନ ସୁଇପ କରି ଇତିହାସ ରଚିବା । ତେବେ ଭାରତ ଯଦି ଟିମ ଇଣ୍ଡିଆରେ ପରିବର୍ତ୍ତନ କରିବାକୁ ଚାହିଁବ ତେବେ ସଞ୍ଜୁ ସମସେନ ଓ ଋଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ । ଯଦି ଋଷଭ ପନ୍ତ ଟିମ୍‌ରେ ସାମିଲ ହୁଅନ୍ତି ତେବେ ତାଙ୍କ ସ୍ଥାନରେ କେଉଁ ବ୍ୟାଟ୍ସମ୍ୟାନ୍‌ ଏହି ମ୍ୟାଚରୁ ବାଦ୍‌ ପଡିବେ ତାହା ଜଣା ପଡିବ ଓ ରାହୁଲ କିପିଙ୍ଗ କରିବେ କି ନାହିଁ ସମସ୍ତଙ୍କ ନଜର ସେହିଠି ରହିବ ।

ଭାରତୀୟ ବ୍ୟାଟିଂ କ୍ରମର ଶୀର୍ଷ 4ଜଣଙ୍କ ଫର୍ମ ଭଲ ରହିଛି । ମନୀଷ ପାଣ୍ଡେ ଓ ଶିବମ ଦୁବେଙ୍କୁ ଅଧିକ ସୁଯୋଗ ମିଳିବା ଦରକାର । ତେବେ ଏହି ଶେଷ 2ଟି ମ୍ୟାଚରେ ରୋହିତ କିମ୍ବା କୋହଲିଙ୍କୁ ବିଶ୍ରାମ ଦିଆୟାଏ, ତେବେ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିବ । ଏଥିସହ ବୋଲରଙ୍କ ମଧ୍ୟରେ ସାଇନି ଓ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ ।

ବିପକ୍ଷ ଦଳର ଚୁଡାନ୍ତ ଏକାଦଶରେ ଅଧିନାୟକ କେନ୍‌ ପରିବର୍ତ୍ତନ କରି ପାରନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.