ETV Bharat / sports

ବିଜୟର ଶ୍ରେୟ ଆଇପିଏଲ, ଟିମ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ କୋଚଙ୍କ ପ୍ରଶଂସା

author img

By

Published : Jan 31, 2020, 3:50 PM IST

ଭାରତୀୟ କ୍ରିକେଟ ଦଳକୁ ନ୍ୟୁଜିଲାଣ୍ଡ କୋଚ ଗ୍ୟାରୀ ଷ୍ଟେଡଙ୍କ ପ୍ରଶଂସା । ଖେଳାଳିଙ୍କ ଏହି ଚମତ୍କାର ପ୍ରଦର୍ଶନର ଶ୍ରେୟ କୋଚ ଗ୍ୟାରୀ ଷ୍ଟେଡ ଆଇପିଏଲକୁ ଦେଇଛନ୍ତି ।

credits IPL role in Indian team success
ବିଜୟର ଶ୍ରେୟ ଆଇପିଏଲ

ୱେଲିଂଟନ: ଭାରତୀୟ କ୍ରିକେଟ ଦଳକୁ ନ୍ୟୁଜିଲାଣ୍ଡ କୋଚ ଗ୍ୟାରୀ ଷ୍ଟେଡଙ୍କ ପ୍ରଶଂସା । ବର୍ତ୍ତମାନ ସମୟରେ ଭାରତୀୟ ଦଳ ଶ୍ରେଷ୍ଠ କ୍ରିକେଟ ଖେଳୁଥିବା କହିଛନ୍ତି ନ୍ୟୁଜିଲାଣ୍ଡ କୋଚ । ଭାରତୀୟ ଦଳ କ୍ରିକେଟର ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି । ତେବେ ଖେଳାଳିଙ୍କ ଏହି ଚମତ୍କାର ପ୍ରଦର୍ଶନର ଶ୍ରେୟ କୋଚ ଗ୍ୟାରୀ ଷ୍ଟେଡ ଆଇପିଏଲକୁ ଦେଇଛନ୍ତି ।

credits IPL role in Indian team success
ଭାରତୀୟ ଟିମ

ହାମିଲୟନ ଟି-20ରେ ଶେଷ 4ଟି ବଲରୁ ନ୍ୟୁଜିଲାଣ୍ଡ ବିଜୟ ପାଇଁ ମାତ୍ର 2 ରନ ଆବଶ୍ୟକ କରୁଥିଲା । 48 ବଲରେ କ୍ୟାନଟେନ ୱିଲିୟମସନ 95 ରନର ଦମଦାର ପାଳି ଖେଳିଥିଲେ । ତେବେ ସାମିଙ୍କ ଶାଣିତ ବୋଲିଂ ଯୋଗୁଁ ଉଭୟ ଦଳର ସ୍କୋର ସମାନ ରହିଥିଲା ।

ପରେ ସୁପର ଓଭରରେ 17 ରନ କରିଥିଲା ନ୍ୟୁଜିଲାଣ୍ଡ । 6ବଲରୁ 18 ରନର ବିଜୟ ଲକ୍ଷ୍ୟ କଷ୍ଟସାଧ୍ୟ ଥିଲା । ପ୍ରଥମ 4ଟି ବଲରେ ମାତ୍ର 8 ରନରେ ଭାରତକୁ ଅଟକାଇଥିଲେ ନ୍ୟୁଜିଲାଣ୍ଡ ବୋଲର । ତେବେ ଶେଷ 2ଟି ବଲରେ 2ଟି ଛକା ମାରି ଭାରତକୁ ଜିତାଇଥିଲେ ହିଟମ୍ୟାନ ରୋହିତ ଶର୍ମା ।

ଫଳରେ ଭାରତ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜକୁ 3-0ରେ ଆଗୁଆ ଜିତିନେଇଥିଲା । ଏଥିସହିତ ପ୍ରଥମ ଥର ନ୍ୟୁଜିଲାଣ୍ଡ ମାଟିରେ ଭାରତ ଟି-20 ସିରିଜ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.