ETV Bharat / sports

ସ୍ବପ୍ନରେ ଭାବିନଥିଲେ, ସତରେ ଟିମ ଇଣ୍ଡିଆର କ୍ୟାପଟେନ ହୋଇଗଲେ କୋହଲି - Virat Kohli wildest dream

ଟିମ ଇଣ୍ଡିଆର କ୍ୟାପଟେନ ହେବାପାଇଁ ସ୍ବପ୍ନରେ ବି ଭାବିନଥିଲେ । ଏହା କହିଛନ୍ତି ବର୍ତ୍ତମାନର ଟିମ ଇଣ୍ଡିଆ କ୍ୟାପଟେନ ତଥା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ।

Never thought of becoming captain in my wildest dream, says Virat Kohli
ସ୍ବପ୍ନରେ ଭାବିନଥିଲେ, ସତରେ ଟିମ ଇଣ୍ଡିଆର କ୍ୟାପଟେନ ହୋଇଗଲେ କୋହଲି
author img

By

Published : Jun 1, 2020, 4:46 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କ୍ୟାପଟେନ ହେବାପାଇଁ ସ୍ବପ୍ନରେ ବି ଭାବିନଥିଲେ । ଏହା କହିଛନ୍ତି ବର୍ତ୍ତମାନର ଟିମ ଇଣ୍ଡିଆ କ୍ୟାପଟେନ ତଥା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ।

Never thought of becoming captain in my wildest dream, says Virat Kohli
ସ୍ବପ୍ନରେ ଭାବିନଥିଲେ, ସତରେ ଟିମ ଇଣ୍ଡିଆର କ୍ୟାପଟେନ ହୋଇଗଲେ କୋହଲି

ପ୍ରଥମେ 19 ବର୍ଷରୁ କମ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ଦାୟିତ୍ବ ମିଳିଥିଲା । ତେବେ 19 ବର୍ଷରୁ କମ କ୍ରିକେଟ ବିଶ୍ବକପର ଠିକ୍ କିଛି ଦିନ ପୂର୍ବରୁ କ୍ୟାପଟେନ ପଦ ମିଳିଥିଲା ବୋଲି କୋହଲି କହିଛନ୍ତି। ଏହି ବିଶ୍ବକପରେ ଭାରତୀୟ ଦଳ କୋହଲିଙ୍କ ନେତୃତ୍ବରେ ଜୁନିୟର ବିଶ୍ବକପ ବିଜେତା ହୋଇଥିଲା ।

ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଇନଷ୍ଟାଗ୍ରାମ ଲାଇଭ୍ ରେ ନିଜର କ୍ରିକେଟ କ୍ୟାରିୟର ଓ କ୍ୟାପଟେନ ପଦକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛନ୍ତି କୋହଲି ।

କ୍ୟାପଟେନ ପଦ ମିଳିବା ପଛରେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ବଡ ଅବଦାନ ରହିଥିବା ମଧ୍ୟ କହିଛନ୍ତି କୋହଲି । ଆଇସିସି ଟେଷ୍ଟ ମାନ୍ୟତାର 2ୟ ଓ ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି ବିରାଟ କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.