ETV Bharat / sports

ନେଦରଲାଣ୍ଡ ଖେଳିବ 2020 ଟି-20 ବିଶ୍ବକପ

author img

By

Published : Oct 29, 2019, 10:20 PM IST

ସଂଯୁକ୍ତ ଆରବ ଏମିରେଟସକୁ ହରାଇ ଆଇସିସି ପୁରୁଷ ଟି-20 ବିଶ୍ବକପ 2020 ପାଇଁ ଯୋଗ୍ୟତା ଅର୍ଜନ କରିଛି ନେଦରଲାଣ୍ଡ ।

ଫଟୋ ସୌଜନ୍ୟ: twitter@T20WorldCup

ଦୁବାଇ: ଆଇସିସି ପୁରୁଷ ଟି-20 ବିଶ୍ବକପ 2020ପାଇଁ ଯୋଗ୍ୟତା ଅର୍ଜନ କରିଛି ନେଦରଲାଣ୍ଡ । ବିଶ୍ବକପ କ୍ବାଲିଫାୟାର ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟସକୁ 8 ୱିକେଟରେ ହରାଇଛି ନେଦରଲାଣ୍ଡ ।

Netherland qualify world t20
ଫଟୋ ସୌଜନ୍ୟ: twitter@T20WorldCup

ପ୍ରଥମେ ବ୍ୟାଟିଂ କରି ସଂଯୁକ୍ତ ଆରବ ଏମିରେଟସ ମାତ୍ର 80 ରନ କରିଥିଲା । 81 ରନର ବିଜୟ ଲକ୍ଷ୍ୟକୁ 15.1 ଓଭରରେ ହାସଲ କରିନେଇଥିଲା ନେଦରଲାଣ୍ଡ । ତେବେ ସଂଯୁକ୍ତ ଆରବ ଏମିରେଟସ ପାଖରେ ଯୋଗ୍ୟତା ଅର୍ଜନ ପାଇଁ ଅନ୍ୟ ଏକ ସୁଯୋଗ ରହିଛି । ବୁଧବାର ସ୍କଟଲାଣ୍ଡ ବିପକ୍ଷରେ ଶେଷ ମ୍ୟାଚ ଖେଳିବ ସଂଯୁକ୍ତ ଆରବ ଏମିରେଟସ ।

ପୂର୍ବରୁ ଆୟରଲାଣ୍ଡ ଓ ପିଏନଜି 2020 ଟି-20 ବିଶ୍ବକପ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।

Intro:Body:

tinkutest

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.