ETV Bharat / sports

ବିଦେଶୀ କ୍ରିକେଟରଙ୍କ ବିନା ଆଇପିଏଲ ଅସମ୍ଭବ: ନେସ ୱାଦିଆ - ଚେନ୍ନାଇ ସୁପର କିଙ୍ଗ୍ସ

ବିଦେଶୀ କ୍ରିକେଟରଙ୍କ ବିନା ଆଇପିଏଲ ହେବା ସମ୍ଭବ ନୁହେଁ । ଏହା କହିଛନ୍ତି ଆଇପିଏଲ ଫ୍ରାଞ୍ଜାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବର ଯୁଗ୍ମ-ମାଲିକ ନେସ ୱାଦିଆ ।

Ness Wadia says IPL can't happen without foriegn stars
ବିଦେଶୀ କ୍ରିକେଟରଙ୍କ ବିନା ଆଇପିଏଲ ଅସମ୍ଭବ: ନେସ ୱାଦିଆ
author img

By

Published : May 30, 2020, 3:50 PM IST

ନୂଆଦିଲ୍ଲୀ: ବିଦେଶୀ କ୍ରିକେଟରଙ୍କ ବିନା ଆଇପିଏଲ ହେବା ସମ୍ଭବ ନୁହେଁ । ଏହା କହିଛନ୍ତି ଆଇପିଏଲ ଫ୍ରାଞ୍ଜାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବର ଯୁଗ୍ମ-ମାଲିକ ନେସ ୱାଦିଆ ।

Ness Wadia says IPL can't happen without foriegn stars
କିଙ୍ଗ୍ସ ଇଲେଭେନ ପଞ୍ଜାବର ଯୁଗ୍ମ-ମାଲିକ ନେସ ୱାଦିଆ

ଇଣ୍ଡିଆନ ପ୍ରିମିୟର ଲିଗ୍ ବିଶ୍ବର ଶ୍ରେଷ୍ଠ ଟି-20 ଲିଗ୍ । ଏଥିରେ ବିଦେଶୀ ଖେଳାଳିଙ୍କ ବିଶେଷ ଭୁମିକା ରହିଛି । ସେଥିପାଇଁ ବିଦେଶୀ ଖେଳାଳିଙ୍କ ବାନ ଆଇପିଏଲ ଚିନ୍ତା କରିବା କଷ୍ଟକର ବୋଲି କହିଛନ୍ତି ୱାଦିଆ ।

ଅନ୍ୟପଟେ ବିସିସିଆଇର ଭାଗ୍ୟ ନେଇ ନିଷ୍ପତି ନେବା, ବର୍ତ୍ତମାନ ସମୟରେ ତରବରିଆ ହୋଇପାରେ । ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ତେବେ ବିସିସିଆଇ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଜୁନ 10ର ଆଇସିସି ବୈଠକରେ ଅକ୍ଟୋବରରେ ହେବାକୁ ଥିବା ଟି-20 ବିଶ୍ବକପନ ନେଇ ନିଷ୍ପତି ପରେ ଆଇପିଏଲ ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।

କୋରୋନା ଭାଇଇସ ସମୟରେ ବିଦେଶୀ ଖେଳାଳିଙ୍କ ସହ ଆଇପିଏଲ ଆୟୋଜନ ପାଇଁ ଭାରତ ସରକାରଙ୍କ ଅନୁମତି ଜରୁରୀ ହୋଇପାରେ । ଅନ୍ୟପଟେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଆଇପିଏଲ ଆରମ୍ଭ ପ୍ରସ୍ତାବ ରାଜସ୍ଥାନ ରୟାଲ୍ସ ପକ୍ଷରୁ ରଖାଯାଇଥିଲା । ମାତ୍ର ଏହି ପ୍ରସ୍ତାବକୁ ଅନ୍ୟତମ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ଗ୍ରହଣ କରିନାହିଁ । ଏପରି ସ୍ଥିତିରେ ଆଗାମୀ ଦିନରେ ବିସିସିଆଇ ନିଷ୍ପତି ଉପରେ ଆଇପିଏଲର ଭାଗ୍ୟ ନିର୍ଭର କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.