ETV Bharat / sports

WI vs IND: ଡେବ୍ୟୁ ମ୍ୟାଚରେ ସାଇନିଙ୍କ ଦମଦାର ପ୍ରଦର୍ଶନ

ଟି-20 ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ ମ୍ୟାଚରେ ନବଦୀପ ସାଇନି 3ଟି ଓ୍ବିକେଟ ହାସଲ କରିଛନ୍ତି ।

author img

By

Published : Aug 3, 2019, 9:51 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BCCI

ଫ୍ଲୋରିଡା: ବିରାଟ ସେନା ଟସ ଜିତି ଇଣ୍ଡିଜଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ତେବେ ଭାରତୀୟ ଯୁବ ବୋଲରଙ୍କ ଦମ୍‌ଦାର ବୋଲିଂରେ ଅଧା ଇଣ୍ଡିଜ ଦଳ ପାଭିଲିୟନକୁ ଫେରି ସାରିଲେଣି । ତେବେ ଟି-20 ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ ମ୍ୟାଚରେ ନବଦୀପ ସାଇନି 10 ଓଭର ସୁଦ୍ଧା 2ଟି ଓ୍ବିକେଟ ନିଜ ନାଁରେ କରିଛନ୍ତି ।

ଶିମରନ୍ ହେଟମେୟର୍ ଓ ନିକୋଲାସ୍ ପୁରନ୍‌ଙ୍କ 3ଟି ଗୁରୁତ୍ବପୂର୍ଣ୍ଣ ଓ୍ବିକେଟ ହାସଲ କରିଛନ୍ତି ।

WI vs IND
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BCCI

ଭାରତୀୟ ଏକାଦଶ: ବିରାଟ କୋହଲି (କ୍ୟାପଟେନ୍), ରୋହିତ ଶର୍ମା, ଶିଖର ଧୱନ୍, ମନିଶ ପାଣ୍ଡେ, ରିଷଭ ପନ୍ତ(ଓ୍ବିକେଟକିପର), ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର, କେ ଖଲୀଲ ଅହମ୍ମଦ, କୃଣାଲ ପାଣ୍ଡେ, ନବଦୀପ ସାଇନି

ୱେଷ୍ଟଇଣ୍ଡିଜ୍ ଏକାଦଶ: କାର୍ଲସ୍ ବ୍ରାଥୱେଟ୍ (କ୍ୟାପଟେନ୍),ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶିମରନ୍ ହେଟମେୟର୍, ନିକୋଲାସ୍ ପୁରନ୍(ଓ୍ବିକେଟକିପର), କାଇରନ୍ ପୋଲାର୍ଡ, ରୋଭମ୍ୟାନ୍ ପୋୱେଲ୍, , ସୁନୀଲ ନାରିନ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ,କିମୋ ପଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.