ETV Bharat / sports

ଭାରତୀୟ ଦଳର ନୂଆ ସ୍ପିଡ ଷ୍ଟାର, ଜାଣନ୍ତୁ କେତେ ବେଗ - ନବଦୀପ ସାଇନ

ଗତକାଲି ଶ୍ରୀଲଙ୍କା ବିପକ୍ଷ 2ୟ ଟି-20 ମ୍ୟାଚରେ ସାଇନ୍‌ 150 କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ କରିଛନ୍ତି ।

navdeep-saini-bowls-at-150kmps-speed
ଭାରତୀୟ ଦଳର ନୂଆ ସ୍ପିଡ ଷ୍ଟାର
author img

By

Published : Jan 8, 2020, 11:47 PM IST

ଇନ୍ଦୋର: ଭାରତୀୟ ସ୍ପିଡ ଷ୍ଟାରଙ୍କ ନାମ ଉଠିଲେ ଆସେ ଜାହିର ଖାନ୍‌, ଅଜିତ୍ ଅଗରକର ଓ ଜସପ୍ରିତ ବୁମରାଙ୍କ ନାମ । ମାତ୍ର ବର୍ତମାନ ସମୟରେ ଭାରତୀୟ ଦଳର ଜଣେ ନୂତନ ସ୍ପିଡ ଷ୍ଟାର ଉଭା ହୋଇଛନ୍ତି । ଯାହାଙ୍କ ଗତି ଆଗରେ ବିପକ୍ଷ ଦଳର ହୋସ୍‌ ଉଡିଯାଉଛି । ତେବେ ସେ ହେଉଛନ୍ତି ନବାଗତ ନବଦୀପ ସାଇନ ।

ଗତକାଲି ଶ୍ରୀଲଙ୍କା ବିପକ୍ଷ 2ୟ ଟି-20 ମ୍ୟାଚରେ ସାଇନ୍‌ 150 କିଲୋମିଟର ପ୍ରତି ଘଣ୍ଟା ବେଗରେ ବଲ ପକାଇଛନ୍ତି । ତେବେ ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳରେ ଜସପ୍ରିତ ବୁମରା ଏକ ମାତ୍ର ବୋଲର ଭାବେ ସର୍ବାଧିକ 153 କିମି ପ୍ରତି ଘଣ୍ଟା ବେଗରେ ବଲ ପକାଉଛନ୍ତି ।

ଉଲ୍ଲେଖଥାଉ କି, ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜର 2ୟ ମ୍ୟାଚକୁ 7 ୱିକେଟରେ ଜିତି ନେଇଛି ଘରୋଇ ଭାରତ । ତେବେ ଗତକାଲି ମ୍ୟାଚରେ ସାଇନ 18 ରନ ବ୍ୟୟରେ 2 ୱିକେଟ ଅକ୍ତିଆର କରିଛନ୍ତି । ଯେଉଁଥିରେ ସେ 13ଟି ଡଟ୍‌ ବଲ ପକାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.