ETV Bharat / sports

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରୀ ! - Sanjay Manjrekar on Mumbai Indians

ପୂର୍ବତନ କ୍ରିକେଟର ତଥା କ୍ରିକେଟ କମେଣ୍ଟଟର ସଞ୍ଜୟ ମଞ୍ଜ୍ରେକର ଆଇପିଏଲର ଦୁଇଟି ସଫଳ ଟିମକୁ ନେଇ ଖୁଲାସା କରିଛନ୍ତି । ସର୍ବାଧିକ 4ଥର ଆଇପିଏଲ ଟ୍ରଫି ଟେକିଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ, ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସାମାନ୍ୟ ପଲ୍ଲା ଭାରୀ ରହିଥିବା ସେ କହିଛନ୍ତି ।

Mumbai Indians threatening CSK
ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରୀ !
author img

By

Published : Apr 6, 2020, 4:07 PM IST

ମୁମ୍ବାଇ: କୋରୋନା ଭାଇରସର ପ୍ରଭାବ ନଥିଲେ ବିଶ୍ବର ସବୁଠୁ ବଡ କ୍ରିକେଟ ଲିଗ ଆଇପିଏଲରେ ସମସ୍ତ ଝୁମିଥାନ୍ତେ । ଭାରତରେ ଦେଖିବାକୁ ମିଳିଥାନ୍ତା ଆଇପିଏଲ ଫିଭର । ନିଜ ପସନ୍ଦର ଟିମକୁ ଚିୟର୍ସ କରିବାକୁ ଷ୍ଟାଡିୟମରେ ପହଞ୍ଚିଥାନ୍ତେ ହଜାର ହଜାର ଦର୍ଶକ । ତେବେ ମାର୍ଚ୍ଚ 29 ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଲାଗୁ ହୋଇଥିବା ଲକଡାଉନ ପାଇଁ ସ୍ଥଗିତ ରହିଛି ।

mumbai-indians-threatening-csk
ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରୀ !

ତେବେ ପୂର୍ବତନ କ୍ରିକେଟର ତଥା କ୍ରିକେଟ କମେଣ୍ଟଟର ସଞ୍ଜୟ ମଞ୍ଜ୍ରେକର ଆଇପିଏଲର ଦୁଇଟି ସଫଳ ଟିମକୁ ନେଇ ଖୁଲାସା କରିଛନ୍ତି । ସର୍ବାଧିକ 4ଥର ଆଇପିଏଲ ଟ୍ରଫି ଟେକିଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ, ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସାମାନ୍ୟ ପଲ୍ଲା ଭାରୀ ରହିଥିବା ସେ କହିଛନ୍ତି । ତେବେ ଚେନ୍ନାଇନ ସୁପର କିଙ୍ଗ୍ସ ମଧ୍ୟ 3ଥର ଆଇପିଏଲ ଚମ୍ପିଆନ ହୋଇଛି ।

ତେବେ ଆଇପିଏଲ ଇତିହାସରେ ଫାଇନାଲ ମୁକାବିଲାରେ ଚେନ୍ନାଇକୁ ହରାଇ ବିଜୟ ବାଜି ମାରିନେଇଛି ମୁମ୍ବାଇ ଇଣ୍ଡିଆନ୍ସର ମଞ୍ଜ୍ରେକର କହିଛନ୍ତି ଦୁଇ ଟିମ ଫାଇନାଲ ମୁକାବିଲାରେ ପରସ୍ପର ମଧ୍ୟରେ ମୁହାଁମୁହିଁ ହେଲେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସକୁ ମାତ ଦେବାରେ ସଫଳ ହୋଇଛି । ତେବେ କେରୋନା ଭାଇରସ ପାଇଁ ଆଇପିଏଲର 13 ତମ ସଂସ୍କରଣର ଭାଗ୍ୟ ଅନ୍ଧାରକୁ ଠେଲିହୋଇଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.