ETV Bharat / sports

ଜୟସୁରିୟାଙ୍କୁ ପଛରେ ପକାଇ ଇତିହାସ ରଚିଲେ ମିତାଲି

author img

By

Published : Mar 7, 2021, 3:05 PM IST

ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜଙ୍କ ନାଁରେ ଯୋଡି ହୋଇଯାଇଛି ଏକ ବଡ ରେକର୍ଡ ।

ଜୟସୁରିୟାଙ୍କ ପଛରେ ପକାଇ ଇତିହାସ ରଚିଲେ ମିତାଲି

ଲକ୍ଷ୍ନୌ: ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜଙ୍କ ନାଁରେ ଯୋଡି ହୋଇଯାଇଛି ଏକ ବଡ ରେକର୍ଡ । ଦୀର୍ଘ ଦିନ ଧରି ଦିନିକିଆ କ୍ରିକେଟ ଖେଳୁଥିବା 2ୟ ଖେଳାଳି ହୋଇଛନ୍ତି ମିତାଲି ।

ମିତାଲି 1999ରେ ଆୟରଲାଣ୍ଡ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ । ସେବେଠୁ ଭାରତୀୟ ମହିଳା କ୍ରିକେଟ ଟିମରେ ଖେଳୁଛନ୍ତି ।

ମିତାଲିଙ୍କ ପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ମହାନ ଖେଳାଳି ସନଥ ଜୟସୂରିୟା (21ବର୍ଷ 184ଦିନ)2ୟ ସ୍ଥାନରେ ରହିଥିଲେ । ଏବେ ମିତାଲି ତାଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି । ମିତାଲି 21ବର୍ଷ 254ଦିନ ହେଲା ଦିନିକିଆ ମ୍ୟାଚ ଖେଳୁଛନ୍ତି ।

ସୂଚନାଥାଉକି, ପୁରୁଷ ଓ ମହିଳା ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଦିନିକିଆ ମ୍ୟାଚ ଖେଳିଥିବା ରେକର୍ଡ ସଚିନଙ୍କ ନାଁରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.