ETV Bharat / sports

ବିନା ଦର୍ଶକରେ କ୍ରିକେଟ: ସପକ୍ଷରେ ପାକିସ୍ତାନ କୋଚ ମିଶବାହ-ଉଲ ହକ

author img

By

Published : May 8, 2020, 3:25 PM IST

ଖାଲି ଷ୍ଟାଡିୟମ ଓ ବିନା ଦର୍ଶକରେ କ୍ରିକେଟ ଆରମ୍ଭ ସପକ୍ଷରେ ମତ ରଖିଛନ୍ତି ମିଶବାହ-ଉଲ ହକ । ପାକିସ୍ତାନର ପୂର୍ବତନ କ୍ୟାପଟେନ ମିଶବାହ, ବର୍ତ୍ତମାନ ପାକିସ୍ତାନ ଟିମର ମୁଖ୍ୟ ରହିଛନ୍ତି ।

Misbah wants resumption of cricket soon, even if behind closed doors
ବିନା ଦର୍ଶକରେ କ୍ରିକେଟ: ସପକ୍ଷରେ ପାକିସ୍ତାନ କୋଚ ମିଶବାହ-ଉଲ ହକ

କରାଚୀ: ଖାଲି ଷ୍ଟାଡିୟମ ଓ ବିନା ଦର୍ଶକରେ କ୍ରିକେଟ ଆରମ୍ଭ ସପକ୍ଷରେ ମତ ରଖିଛନ୍ତି ମିଶବାହ-ଉଲ ହକ । ପାକିସ୍ତାନର ପୂର୍ବତନ କ୍ୟାପଟେନ ମିଶବାହ, ବର୍ତ୍ତମାନ ପାକିସ୍ତାନ ଟିମର ମୁଖ୍ୟ ରହିଛନ୍ତି ।

ମିଶବାହ କହିଛନ୍ତି କୋରୋନା ଭାଇରସ ଭୟ ସତ୍ତ୍ବେ କ୍ରିକେଟ ମ୍ୟାଚ ଆରମ୍ଭ ହେବା ଉଚିତ । ଖାଲି ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରରେ ମ୍ୟାଚ ଖେଳିବାରେ ଅସୁବିଧା ନାହିଁ ।

ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଖାଲି ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ଆୟୋଜନ ପାଇଁ ବିଚାର କରୁଥିବା ଚର୍ଚ୍ଚା ହେଉଛି । ମାଞ୍ଚେଷ୍ଟର ଓ ଓର୍ଲ୍ଡ ଟ୍ରାଫଡ ଓ ସାଇଥମ୍ପଷ୍ଟନରେ ଏହି ମ୍ୟାଚ ଖେଳାଯିବା ନେଇ କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.